Home ଜିଲ୍ଲା ପରିକ୍ରମା ଭଦ୍ରକ – ବାଇପାସରେ ୭୪ତମ ସ୍ୱାଧିନତା ଦିବସ ପାଳିତ

ଭଦ୍ରକ – ବାଇପାସରେ ୭୪ତମ ସ୍ୱାଧିନତା ଦିବସ ପାଳିତ

72

ଭଦ୍ରକ, ୧୭-୮ – ଭଦ୍ରକ-ଚାନ୍ଦବାଲି ଟ୍ରେକର ମାଲିକ ସଂଘ ପକ୍ଷରୁ ବାଇପାସରେ ୭୪ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି। ସାଧାରଣ ସଂପାଦକ ରବି ନାରାୟଣ ଖିଲାରଙ୍କ ସଭାପତିତ୍ୱରେ ମୁଖ୍ୟ ଉପଦେଷ୍ଟା ଅଶୋକ କୁମାର ନାୟକ, ମୁଖ୍ୟବକ୍ତା ଉପଦେଷ୍ଟା ବିନୋଦ ବିହାରୀ ସାହୁ, ସମାଜସେବୀ ନିଶାକର ରାଉତ, ଗଣେଶ ଦାସ, ବଣ୍ଟି ଦାସ, କୋଲକତା ଯାଦବ ମହାସଭାର ସଭାପତି ହରେକୃଷ୍ମ ପଲେଇ, ନବଘନ ଦାସ ପ୍ରମୁଖ ଯୋଗଦେଇ ସ୍ୱାଧିନତା ଦିବସ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.