Home Coronavirus Outbreak ଦେଶରେ ୫୬, ୨୮୨ ନୂଆ କରୋନା ଆକ୍ରାନ୍ତ, ୯୦୪ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୪୦, ୬୯୯...

ଦେଶରେ ୫୬, ୨୮୨ ନୂଆ କରୋନା ଆକ୍ରାନ୍ତ, ୯୦୪ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୪୦, ୬୯୯ କୁ ବୃଦ୍ଧି

160

ନୂଆ ଦିଲ୍ଲୀ ୬-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୫୬, ୨୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୯୦୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯, ୬୪, ୫୩୭ ଲକ୍ଷକୁ ବୃଦ୍ଧି ପାଇଛି ଏବଂ ୫, ୯୫, ୫୦୧ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୧୩, ୨୮, ୩୩୭ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୪୦, ୬୯୯ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.