Home Coronavirus Outbreak ସଡ଼କ ଦୁର୍ଘଟଣା – ୨୩ ପ୍ରବାସୀ ଶ୍ରମିକ ମୃତ – ଅନେକ ଆହତ – ଟ୍ରକରେ... Coronavirus Outbreakଓଡ଼ିଶାଜାତୀୟ ସଡ଼କ ଦୁର୍ଘଟଣା – ୨୩ ପ୍ରବାସୀ ଶ୍ରମିକ ମୃତ – ଅନେକ ଆହତ – ଟ୍ରକରେ ଯାଉଥିଲେ ପ୍ରବାସୀ ଶ୍ରମିକ By Bureau - May 16, 2020 849 0 0 0 0ନୂଆ ଦିଲ୍ଲୀ ୧୬-୫ (ଓଡ଼ିଆ ପୁଅ) ଆରୁଆର ଜାତୀୟ ରାଜପଥରେ ଏକ ଟ୍ରକ ଏକ ଅନ୍ୟ ଏକ ଟ୍ରକ ସହ ଧକ୍କାହେବା ଫଳରେ ୨୩ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ୩୦ ରୁ ଅଧିକ ଆହତ ହୋଇଛନ୍ତି ବୋଲି ଖବରରୁ ପ୍ରକାଶ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ ରାଜସ୍ଥାନରୁ ଆସୁଥିଲେ। Tweet 0 0 0 0