Home ଓଡ଼ିଶା ଗୋଟିଏ ଦିନରେ ୩ ଜଣଙ୍କୁ ବାଧ୍ୟତାମୂଳକ ଅବସର

ଗୋଟିଏ ଦିନରେ ୩ ଜଣଙ୍କୁ ବାଧ୍ୟତାମୂଳକ ଅବସର

538

ଭୁବନେଶ୍ୱର,୧୮/୧୦,(ଓଡ଼ିଆ ପୁଅ ପି ନାଏକ): କାର୍ଯ୍ୟରେ ଅବହେଳା ଓ କ୍ଷମତାର ଦୂରୁପଯୋଗ କରୁଥିବା ସମସ୍ତ ସରକାରୀ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଏବେ ଶାସନ କରୁଛନ୍ତି ରାଜ୍ୟ ସରକାର ।  ଏହି ପରିପ୍ରେକ୍ଷୀରେ ଆଜି ୩ଜଣ ପୋଲିସ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ନେଇ ଓଡ଼ିଶା ଡଜିପି ନିଜ ଟ୍ୱିଟ୍ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।  ତେବେ ସବ ଇନସ୍ପେକ୍ଟର ବନମାଳୀ ନାୟକଙ୍କ ସମେତ ଏଏସଆଇ ବୀରବଲ ଲେଙ୍କା ଓ କିଶୋର କୁମାର ବାଗଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଓଡ଼ିଶା ସର୍ଭିସ୍‌ କୋଡ଼, ରୁଲ୍ – ୭୧ ଅନୁସାରେ ଏସପି ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.