ନୂଆ ଦିଲ୍ଲୀ ୨୮-୭ (ଓଡ଼ିଆ ପୁଅ) ଆମେରିକାର ବୋଷ୍ଟନରେ ଓଡ଼ିଶାର ଖ୍ୟାତନାମା ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ମିଳିଛି ପିପୁଲ୍ସ ଚଏସ୍ ଆୱାର୍ଡ଼। ସୁଦର୍ଶନଙ୍କର ବାଲୁକା କଳା “ସେଭ୍ ଆୱାର ଓସେନ୍” – ପ୍ଲାଷ୍ଟିକ୍ ପ୍ରଦୁଷଣ ଉପରେ ଲୋକମାନଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ଉପସ୍ଥିତ ପରିଦର୍ଶକମାନଙ୍କର ବେଶ୍ ପସନ୍ଦ ହୋଇଥିଲା। ଏଥିପାଇଁ ତାଙ୍କୁ ପିପୁଲ୍ସ ଚଏସ୍ ଆୱାର୍ଡ଼ରେ ସମ୍ମାନୀତ କରାଯାଇଥିବା ସୁଦର୍ଶନ ଟ୍ୱିଟ୍ କରି ଜଣାଇଛନ୍ତି।
I have won the People's Choice Prize at USA for My SandArt on Plastic Pollution with message, "Save our Ocean " in #Boston International SandArt Championship/ Festival 2019. pic.twitter.com/4c7c5GZyHU
— Sudarsan Pattnaik (@sudarsansand) July 28, 2019