ନୂଆ ଦିଲ୍ଲୀ ୨୮-୫ (ଓଡ଼ିଆ ପୁଅ) ଭାରତୀୟ ଜନତା ପାର୍ଟୀର ନେତା ଏଚ.ବି.ଶର୍ମା ଆଜି କହିଛନ୍ତି କି ସଂସଦରେ ବିରୋଧି ଦଳ ପାଇଁ ଜାଗା ହେବା ଆବଶ୍ୟକ। ସେଥିପାଇଁ ଯଦି ରାହୁଲ ଗାନ୍ଧୀ ନୁହେଁ, ତେବେ ଜଣେ ଭାଇବ୍ରାଣ୍ଟ ବିରୋଧି ହେବାର ସମ୍ଭାବନା ଅଛି। କିନ୍ତୁ ଯଦି ଭାରତୀୟ ଜନତା ପାର୍ଟିର ଦୃଷ୍ଟିକୋଣରୁ ଦେଖାଯାଏ ତେବେ ଆମେ ଚାହିଁବୁ କି ଆସନ୍ତା ୫୦ ବର୍ଷ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ବନି ରୁହନ୍ତୁ।
HB Sarma, BJP: In Parliament there should be space for opposition. So if there is no Rahul Gandhi then there is a possibility of a vibrant opposition.But if I look from BJP's point of view not India's then we wish that Rahul Gandhi continues as Congress President for next 50 yrs. pic.twitter.com/wNFtvS9dR8
— ANI (@ANI) May 28, 2019