Home Coronavirus Outbreak ଆଜି ରାଜ୍ୟରେ ଆଉ ୮୦୧୫ ନୂଆ ଆକ୍ରନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୫

ଆଜି ରାଜ୍ୟରେ ଆଉ ୮୦୧୫ ନୂଆ ଆକ୍ରନ୍ତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୫

99

ଭୁବନେଶ୍ବର ୨-୫ (ଓଡ଼ିଆ ପୁଅ) : ଆଜି ରାଜ୍ୟରେ ଆଉ ୮୦୧୫ ପଜିଟିଭ୍‌ ଚିହ୍ନଟ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୫ ଜଣ ନୂଆ ଆକ୍ରାନ୍ତ ହୋଇଛନ୍ତି।

ଜାଣନ୍ତୁ କେଉଁଜିଲ୍ଲାରୁ କେତେ?

୧. ଅନୁଗୁଳରୁ : ୫୨୫
୨. ବାଲେଶ୍ୱରରୁ : ୧୦୦
୩. ବରଗଡରୁ: ୩୯୦
୪. ଭଦ୍ରକରୁ: ୧୪୫
୫. ବଲାଙ୍ଗୀରରୁ: ୧୯୮
୬. ବୌଦ: ୧୦୩
୭. କଟକ: ୪୮୨
୮. ଦେବଗଡ଼: ୧୦୧
୯. ଢେଙ୍କାନାଳ: ୮୬
୧୦. ଗଜପତି: ୧୨୦
୧୧. ଗଞ୍ଜାମ: ୧୬୯
୧୨. ଜଗତସିଂହପୁର: ୧୪୯
୧୩. ଯାଜପୁର: ୧୯୪
୧୪. ଝାରସୁଗୁଡ଼ା: ୩୮୬
୧୫. କଳାହାଣ୍ଡି: ୧୭୪
୧୬. କନ୍ଧମାଳ: ୬୧
୧୭. କେନ୍ଦ୍ରାପଡା: ୭୦
୧୮. କେନ୍ଦୁଝର: ୭୫
୧୯. ଖୋର୍ଦ୍ଧା: ୧୨୭୫
୨୦. କୋରାପୁଟ: ୧୨୭
୨୧. ମାଲକାନଗିରି: ୩୬
୨୨. ମୟୂରଭଞ୍ଜ: ୧୯୯
୨୩. ନବରଙ୍ଗପୁର: ୩୨୦
୨୪. ନୟାଗଡ଼: ୧୮୭
୨୫. ନୁଆପଡା: ୨୬୪
୨୬. ପୁରୀ: ୩୦୬
୨୭. ରାୟଗଡା: ୧୫୪
୨୮. ସମ୍ବଲପୁର: ୪୪୧
୨୯. ସୋନେପୁର: ୨୦୭
୩୦. ସୁନ୍ଦରଗଡ: ୭୩୫
୩୧. ରାଜ୍ୟ ପୁଲ୍: ୨୩୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.