Home Coronavirus Outbreak ରାଜ୍ୟରେ ଆଜି ୬୪୪ ନୂଆ ଆକ୍ରାନ୍ତ ଚିହ୍ନଟ- ମୋଟ ଆକ୍ରାନ୍ତ ୩୧୦୦୫୨ କୁ ବୃଦ୍ଧି

ରାଜ୍ୟରେ ଆଜି ୬୪୪ ନୂଆ ଆକ୍ରାନ୍ତ ଚିହ୍ନଟ- ମୋଟ ଆକ୍ରାନ୍ତ ୩୧୦୦୫୨ କୁ ବୃଦ୍ଧି

99

ଭୁବନେଶ୍ୱର ୧୭-୧୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୬୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୦୦୫୨ କୁ ବୃଦ୍ଧି ପାଇଛି।

– ନୂଆ ଆକ୍ରାନ୍ତ : ୬୪୪
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୭୧
– ସ୍ଥାନୀୟ ଅଞ୍ଚଳରୁ୨୭୩
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୨୯
୨- ବାଲେଶ୍ୱର ଜିଲ୍ଲାରୁ – ୧୩
୩- ବରଗଡ଼ ଜିଲ୍ଲା : ୧୪
୪- ଭଦ୍ରକ ଜିଲ୍ଲାରୁ – ୧୯
୫- ବଲାଙ୍ଗୀର ଜିଲ୍ଲାରୁ – ୩୨
୬- ବୌଦ୍ଦ ଜିଲ୍ଲାରୁ – ୩
୭- କଟକ ଜିଲ୍ଲାରୁ – ୩୮
୮- ଦେବଗଡ଼ ଜିଲ୍ଲାରୁ – ୩
୯- ଢେଙ୍କାନାଳ ଜିଲ୍ଲାରୁ – ୬
୧୦- ଗଜପତି ଜିଲ୍ଲାରୁ – ୩
୧୧- ଗଞ୍ଜାମ ଜିଲ୍ଲାରୁ – ୭
୧୨- ଜଗତସିଂହପୁର ଜିଲ୍ଲାରୁ – ୨୭
୧୩- ଯାଜପୁର ଜିଲ୍ଲାରୁ – ୧୭
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୨୬
୧୫- କଳାହାଣ୍ଡି ଜିଲ୍ଲାରୁ – ୧୫
୧୬- କନ୍ଧମାଳ ଜିଲ୍ଲାରୁ – ୫
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨୯
୧୮- କେନ୍ଦୁଝର ଜିଲ୍ଲାରୁ – ୩୭
୧୯- ଖୋର୍ଦ୍ଧା ଜିଲ୍ଲାରୁ : ୭୩
୨୦- କୋରାପୁଟ ଜିଲ୍ଲାରୁ – ୧
୨୧- ମାଲକାନଗିରି : ୧୬
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୫୯
୨୩- ନବରଙ୍ଗପୁର ଜିଲ୍ଲାରେ: ୧୫
୨୪- ନୟାଗଡ଼ ଜିଲ୍ଲାରୁ – ୯
୨୫- ନୂଆପଡ଼ା ଜିଲ୍ଲାରୁ – ୯
୨୬- ପୁରୀ ଜିଲ୍ଲାରୁ – ୩୪
୨୭- ରାୟଗଡ଼ା ଜିଲ୍ଲାରୁ – ୧
୨୮- ସମ୍ବଲପୁର ଜିଲ୍ଲାରୁ – ୧୫
୨୯- ସୋନପୁର ଜିଲ୍ଲାରୁ – ୧୦
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୬୨
୩୧- State Pool: ୧୭
– ନୂଆ ସୁସ୍ଥ ହୋଇଥିଲେ୧୨୯୭
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୫୩୩୦୯୩୮
– ମୋଟ ଆକ୍ରାନ୍ତ ୩୧୦୦୫୨
– ମୋଟ ସୁସ୍ଛ ହୋଲେଣି ୨୯୯୧୫୯
– ସକ୍ରୀୟ ଆକ୍ରାନ୍ତ: ୯୨୮୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.