Home Top News ଲୌହ ଦାନବର ରକ୍ତ ଭୋଜି: ରେଳୱାଗନ୍ ତଳେ କଟି ୬ ମୃତ!

ଲୌହ ଦାନବର ରକ୍ତ ଭୋଜି: ରେଳୱାଗନ୍ ତଳେ କଟି ୬ ମୃତ!

115

ଭୁବନେଶ୍ୱର: ଖୋର୍ଦ୍ଧାରୋଡ଼ ଡିଭିଜନ ଅନ୍ତର୍ଗତ ଯାଜପୁର ରୋଡ଼ ଷ୍ଟେସନ ନିକଟରେ ଏକ ମର୍ମନ୍ତୁଦ ଘଟଣା ଘଟିଯାଇଛି। ଷ୍ଟେସନ ନିକଟରେ ରହିଥିବା ରେଳୱାଗନ୍ ତଳେ କଟି ୬ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ଗୁରୁତ୍ୱର ଆହତ ହୋଇଥିବା କୁହାଯାଉଛି। ଏମାନେ ସମସ୍ତେ ରେଳବାଇ ଠିକା ଶ୍ରମିକ ଥିଲେ। ବର୍ଷା ଯୋଗୁଁ ଷ୍ଟେସନ ନିକଟରେ ଦୀର୍ଘ ଦିନ ହେଲା ରହିଥିବା ରେଳୱାଗନ୍ ତଳେ ଏମାନେ ଆଶ୍ରୟ ନେଇଥିଲେ। ତେବେ, ହଠାତ୍ ରେଳୱାଗନ୍ ଗଡ଼ିଗଲା ଏବଂ ୬ ଜଣଙ୍କର ଜୀବନ ନେଇଗଲା।
-/Dev@Drath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.