Home Coronavirus Outbreak ପୁଣି କରୋନା ନେଲା ୨ ମୁଣ୍ଡ – ମୋଟ ମୃତ୍ୟୁ – ୩୮

ପୁଣି କରୋନା ନେଲା ୨ ମୁଣ୍ଡ – ମୋଟ ମୃତ୍ୟୁ – ୩୮

117

ଭୁବନେଶ୍ୱର ୬-୭ (ଓଡ଼ିଆ ପୁଅ) ପୁଣି ରାଜ୍ୟରେ କରୋନା ନେଇଛି ୨ ମୁଣ୍ଡ। ତେବେ ମୋଟ ମୃତକଙ୍କ ସଂଖ୍ୟା ୩୮ କୁ ବୃଦ୍ଧି ପାଇଛି।

୧- ଗଞ୍ଜାମ ଜିଲ୍ଲାର ୭୭ ବର୍ଷ ବୟସ୍କ ପୁରୁଷ, ଯିଏ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨- ଯାଜପୁର ଜିଲ୍ଲାର ୬୪ ବର୍ଷ ବୟସ୍କ ପୁରୁଷ, ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

ଉପରୋକ୍ତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି କରୋନା କାରଣରୁ। ଯାଜପୁର ଜିଲ୍ଲାର ଏହା ପ୍ରଥମ ମୃତ୍ୟୁ

ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଆଜି ରାଜ୍ୟରେ ୪୫୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୯୫୨୬ କୁ ବୃଦ୍ଧି ପାଇଛି।
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୦୯
– ସ୍ଥାନୀୟ ଅଞ୍ଚଳରୁ୧୪୭

– ୨୪ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୧୬୬

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୧
୨- ବାଲେଶ୍ୱର ଜିଲ୍ଲାରୁ – ୧୪
୩- ବରଗଡ଼ ଜିଲ୍ଲାରୁ – ୩୩
୪- ଭଦ୍ରକ ଜିଲ୍ଲାରୁ – ୧୨
୫- ବଲାଙ୍ଗୀର ଜିଲ୍ଲା: ୬
୬- କଟକ ଜିଲ୍ଲାରୁ – ୧୩
୭- ଢେଙ୍କାନାଳ ଜିଲ୍ଲାରୁ – ୧
୮- ଗଜପତି ଜିଲ୍ଲାରୁ – ୧
୯- ଗଞ୍ଜାମ ଜିଲ୍ଲାରୁ – ୧୬୬
୧୦- ଜଗତସିଂହପୁର ଜିଲ୍ଲାରୁ: ୨୩
୧୧- ଯାଜପୁର ଜିଲ୍ଲାରୁ – ୫୭
୧୨- କଳାହାଣ୍ଡି ଜିଲ୍ଲାରୁ – ୧
୧୩- କନ୍ଧମାଳ ଜିଲ୍ଲାରୁ – ୩
୧୪- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୫
୧୫- କେନ୍ଦୁଝର ଜିଲ୍ଲାରୁ – ୨
୧୬- ଖୋର୍ଦ୍ଦା ଜିଲ୍ଲାରୁ – ୨୧
୧୭- କୋରାପୁଟ ଜିଲ୍ଲାରୁ – ୧୦
୧୮- ମୟୁରଭଞ୍ଜ ଜିଲ୍ଲାରୁ – ୮
୧୯- ନବରଙ୍ଗପୁର ଜିଲ୍ଲା: ୨୪
୨୦- ନୟାଗଡ଼ ଜିଲ୍ଲାରୁ – ୪
୨୧- ପୁରୀ ଜିଲ୍ଲାରୁ – ୩
୨୨- ରାୟଗଡ଼ା ଜିଲ୍ଲାରୁ – ୧୩
୨୩- ସମ୍ବଲପୁର ଜିଲ୍ଲାରୁ – ୧୫
୨୪- ସୁନ୍ଦରଗଡ଼ ଜିଲ୍ଲାରେ: ୨୦

– ନୂଆ ସୁସ୍ଥ ହୋଇଥିଲେ – ୨୯୦
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି – ୨୯୭୨୩୪
– ମୋଟ ଆକ୍ରାନ୍ତ ୯୫୨୬
– ମୋଟ ସୁସ୍ଥ ହେଲେଣି ୬୨୨୪
– ସକ୍ରୀୟ ଆକ୍ରାନ୍ତ – ୩୨୫୪

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.