Home ଆନ୍ତର୍ଜାତୀୟ ବିମାନ ବନ୍ଦରରେ ହେବ ବିବାହ

ବିମାନ ବନ୍ଦରରେ ହେବ ବିବାହ

237

ବେଙ୍ଗାଳୁରୁ,୦୧/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜ୍ଞା ହଁ, ବେଙ୍ଗାଲୁରୁର କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦର ପରିସରରେ ଖୁବଶୀଘ୍ର ଆୟୋଜନ ହେବ ବିବାହ ଉତ୍ସବ, ମ୍ୟୁଜିକାଲ କନସର୍ଟ, ଆଓ୍ଵାର୍ଡ ସେରିମନି, ପ୍ରଦର୍ଶନୀ ଭଳି ବିଭିନ୍ନ କାର୍ଯ୍ୟକ୍ରମ। ବର୍ତ୍ତମାନ ବିମାନବନ୍ଦରରେ ଥିବା ୬.୩ ଏକର ଜାଗାରେ ରଙ୍ଗଭୂମି ନିର୍ମାଣ କରାଯିବ, ଯାହାକି ୯,୦୦୦ ଲୋକଙ୍କ କ୍ଷମତାବିଶିଷ୍ଟ ଥିବ।

ଏହି ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯଥାଶୀଘ୍ର ବିବାହ ଉତ୍ସବ ପାଇଁ ମଧ୍ୟ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି। ଏହାବ୍ୟତୀତ କେମ୍ପେଗୌଡ଼ା ଦେଶର ପ୍ରଥମ ଅନ୍ତର୍ଜାତୀୟ ବିମାନବନ୍ଦର ହେବ, ଯାହା ନିଜ ପରିସରରେ ବିଶ୍ୱସ୍ତରୀୟ କନସର୍ଟର ହୋଷ୍ଟ୍‍ କରିବ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.