Home Coronavirus Outbreak ସୁସ୍ଥ ହେଲେ ୧୭୮୫ କରୋନା ଆକ୍ରାନ୍ତ

ସୁସ୍ଥ ହେଲେ ୧୭୮୫ କରୋନା ଆକ୍ରାନ୍ତ

114

ଭୁବନେଶ୍ୱର ୧୧-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ସୁସ୍ଥ ହେଲେ ୧୭୮୫ କରୋନା ଆକ୍ରାନ୍ତ। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ କରି ସୂଚନା ଦେଇଛି।
ତେବେ କେଉଁ ଜିଲ୍ଲାରୁ କେତେ ଜାଣନ୍ତୁ
୪୦୪ ଜଣ ଗଞ୍ଜାମ ଜିଲ୍ଲାରୁ
୨୬୩ ଜଣ ଖୋର୍ଦ୍ଧା ଜିଲ୍ଲାରୁ
୧୨୬ ଜଣ କଟକ ଜିଲ୍ଲାରୁ
୧୨୬ ଜଣ ସମ୍ବଲପୁର ଜିଲ୍ଲାରୁ
୧୦୧ ଜଣ କେନ୍ଦୁଝର ଜିଲ୍ଲାରୁ
୯୧ ଜଣ ମାଲକାନଗିରି ଜିଲ୍ଲାରୁ
୮୪ ଜଣ କନ୍ଧମାଳ ଜିଲ୍ଲାରୁ
୮୧ ଜଣ ରାୟଗଡ଼ା ଜିଲ୍ଲାରୁ
୮୦ ଜଣ ଗଜପତିଜିଲ୍ଲାରୁ
୬୦ ଜଣ ଢେଙ୍କାନାଳ ଜିଲ୍ଲାରୁ
୫୦ ଜଣ ମୟୁରଭଞ୍ଜ ଜିଲ୍ଲାରୁ
୪୯ ଜଣ ଯାଜପୁର ଜିଲ୍ଲାରୁ
୪୮ ଜଣ କଳାହାଣ୍ଡି ଜିଲ୍ଲାରୁ
୩୨ ଜଣ ବାଲେଶ୍ୱର ଜିଲ୍ଲାରୁ
୩୧ ଜଣ ନୟାଗଡ଼ ଜିଲ୍ଲାରୁ
୩୦ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ
୨୮ ଜଣ ଭଦ୍ରକ ଜିଲ୍ଲାରୁ
୨୪ ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ
୨୨ ଜଣ ପୁରୀ ଜିଲ୍ଲାରୁ
୧୦ ଜଣ ବଗଗଡ଼ ଜିଲ୍ଲାରୁ
୧୦ ଜଣ ନୂଆପଡ଼ା ଜିଲ୍ଲାରୁ
୮ ଜଣ ନବରଙ୍ଗପୁର ଜିଲ୍ଲାରୁ
୭ ଜଣ ଲେଖାଏଁ ଜଗତସିଂହପୁର ଜିଲ୍ଲାରୁ ଏବଂ କୋରାପୁଟ ଜିଲ୍ଲାରୁ
୫ ଜଣ ବଲାଙ୍ଗୀର ଜିଲ୍ଲାରୁ
୪ ଜଣ ବୌଦ୍ଦ ଜିଲ୍ଲାରୁ
୩ ଜଣ ଝାରସୁଗୁଡ଼ା ଜିଲ୍ଲାରୁ
୧ ଜଣ ଦେବଗଡ଼ ଜିଲ୍ଲାରୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.