ଭୁବନେଶ୍ୱର ୧୫-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଲା ୧୭ ମୁଣ୍ଡ। ମୋଟ ମୃତକ ୧୦୮୯ କୁ ବୃଦ୍ଧି ହୋଇଛି। ଏ ନେଇ ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –
କଟକ ଜିଲ୍ଲାର ୩ ଜଣ
ନୟାଗଡ଼ର ଜଣେ
ଯାଜପୁର ଜିଲ୍ଲାର ଜଣେ
ବାଲେଶ୍ୱରର ଜଣେ
ଭୁବନେଶ୍ୱରର ୪ ଜଣ
ସୁନ୍ଦରଗଡ ଜିଲ୍ଲାର ୩ ଜଣ (ରାଉରକେଲାର ଜଣେ)
ବୌଦ୍ଦ ଜିଲ୍ଲାର ଜଣେ
କଳାହାଣ୍ଡି ଜିଲ୍ଲାର ଜଣେ
ଗଞ୍ଜାମ ଜିଲ୍ଲାର ୨ ଜଣ
ମୃତକଙ୍କ ବିଷୟରେ –
୧- କଟକ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା।
୨- ନୟାଗଡ଼ର ୫୭ ବର୍ଷ ବୟସ୍କା ମହିଳା।
୩- କଟକ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ।
୪- କଟକ ଜିଲ୍ଲାର ଜଣେ ୨୮ ବର୍ଷ ବୟସ୍କ ପୁରୁଷ।
୫- ଯାଜପୁର ଜିଲ୍ଲାର ଜଣେ ୮୫ ବର୍ଷ ବୟସ୍କା ମହିଳା।
୬- ବାଲେଶ୍ୱରର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ମଧ୍ୟ ପୀଡିତ ଥିଲେ।
୭- ଭୁବନେଶ୍ୱରର ଜଣେ ୪୯ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୮- ଭୁବନେଶ୍ୱରର ଜଣେ ୭୨ ବର୍ଷ ବୟସ୍କ ପୁରୁଷ।
୯- ଭୁବନେଶ୍ୱରର ଜଣେ ୪୨ ବର୍ଷ ବୟସ୍କ ପୁରୁଷ।
୧୦- ଭୁବନେଶ୍ୱରର ଜଣେ ୭୭ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୧୧- ସୁନ୍ଦରଗଡ ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ପୁରୁଷ।
୧୨- ବୌଦ୍ଦ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ।
୧୩- କଳାହାଣ୍ଡି ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କ ପୁରୁଷ।
୧୪- ସୁନ୍ଦରଗଡ ଜିଲ୍ଲାର ଜଣେ ୩୬ ବର୍ଷ ବୟସ୍କା ମହିଳା।
୧୫- ରାଉରକେଲାର ଜଣେ ୬୯ ବର୍ଷ ବୟସ୍କ ପୁରୁଷ।
୧୬- ଗଞ୍ଜାମ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା।
୧୭- ଗଞ୍ଜାମ ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ ପୁରୁଷ।