ଭୁବନେଶ୍ୱର ୨୯-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ କରୋନା ନେଲା ୧୩ ମୁଣ୍ଡ ମୋଟ ମୃତକଙ୍କ ସଂଖ୍ୟା ୧୨୯୭ କୁ ବୃଦ୍ଧି ପାଇଛି।
କେଉଁ ଜିଲ୍ଲାରୁ କେତେ –
ଭୁବନେଶ୍ୱରର ୨ ଜଣ
କଟକ ଜିଲ୍ଲାର ୨ ଜଣ
କେନ୍ଦୁଝର ଜିଲ୍ଲାର ଜଣେ
ବାଲେଶ୍ୱର ଜିଲ୍ଲାର ୨ ଜଣ
ଜଗତସିଂହପୁର ଜିଲ୍ଲାର ଜଣେ
ସମ୍ବଲପୁର ଜିଲ୍ଲାର ଜଣେ
ନୁଆପଡା ଜିଲ୍ଲାର ୨ ଜଣ
ଅନୁଗୁଳ ଜିଲ୍ଲାର ୨ ଜଣ
ମୃତକଙ୍କ ବିଷୟରେ
୧- ଭୁବନେଶ୍ୱରର ଜଣେ ୪୯ ବର୍ଷ ବୟସ୍କ ପୁରୁଷ ଯିଏ ପୋଷ୍ଟ MVR, ଡାଇବେଟିସ୍ ମେଲିଟସ୍ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୨- ଭୁବନେଶ୍ୱରର ଜଣେ ୭୧ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗରେ ପୀଡିତ ଥିଲେ।
୩- କଟକ ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କ ପୁରୁଷ ଯିଏକି CKD ରେ ପୀଡିତ ଥିଲେ।
୪- କଟକ ଜିଲ୍ଲାର ଜଣେ ୬୨ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ ଆଜମା ରୋଗରେ ପୀଡିତ ଥିଲେ।
୫- କେନ୍ଦୁଝର ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।
୬- ବାଲେଶ୍ୱର ଜିଲ୍ଲାର ଜଣେ ୪୧ ବର୍ଷ ବୟସ୍କ ପୁରୁଷ।
୭- ବାଲେଶ୍ୱର ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।
୮- ଜଗତସିଂହପୁର ଜିଲ୍ଲାର ଜଣେ ୪୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୯- ସମ୍ବଲପୁର ଜିଲ୍ଲାର ଜଣେ ୪୮ ବର୍ଷ ବୟସ୍କ ପୁରୁଷ।
୧୦- ନୁଆପଡା ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ପୁରୁଷ।
୧୧- ନୁଆପଡା ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ ପୁରୁଷ।
୧୨- ଅନୁଗୁଳ ଜିଲ୍ଲାର ଜଣେ ୪୩ ବର୍ଷ ବୟସ୍କ ପୁରୁଷ।
୧୩- ଅନୁଗୁଳ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା।
- Coronavirus Outbreak
- ଅନୁଗୁଳ
- ଓଡ଼ିଶା
- କଟକ
- କନ୍ଧମାଳ
- କଳାହାଣ୍ଡି
- କେନ୍ଦୁଝର
- କେନ୍ଦ୍ରାପଡ଼ା
- କୋରାପୁଟ
- ଖୋର୍ଦ୍ଧା
- ଗଜପତି
- ଗଞ୍ଜାମ
- ଜଗତସିଂହପୁର
- ଜିଲ୍ଲା ପରିକ୍ରମା
- ଝାରସୁଗୁଡ଼ା
- ଢେଙ୍କାନାଳ
- ଦେବଗଡ଼
- ନବରଙ୍ଗପୁର
- ନୂଆପଡ଼ା
- ନୟାଗଡ଼
- ପୁରୀ
- ବରଗଡ଼
- ବଲାଙ୍ଗୀର
- ବାଲେଶ୍ବର
- ବୌଦ୍ଧ
- ବ୍ରହ୍ମପୁର
- ଭଦ୍ରକ
- ଭୁବନେଶ୍ୱର
- ମାଲକାନଗିରି
- ମୟୁରଭଞ୍ଜ
- ଯାଜପୁର
- ରାଉରକେଲା
- ରାୟଗଡ଼ା
- ସମ୍ବଲପୁର
- ସମ୍ୱଲପୁର
- ସହର
- ସୁନ୍ଦରଗଡ଼
- ସୁବର୍ଣ୍ଣପୁର
- ସ୍ବାସ୍ଥ୍ୟ