Home Coronavirus Outbreak ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ଏକ ସ୍ୱତନ୍ତ୍ର ଟ୍ରେନ୍ ବାଙ୍ଗାଲୁରୁ ଛାଡିଲା

ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ନେଇ ଏକ ସ୍ୱତନ୍ତ୍ର ଟ୍ରେନ୍ ବାଙ୍ଗାଲୁରୁ ଛାଡିଲା

669

ବେଙ୍ଗାଲୁରୁ, ମଇ ୩ (ଓଡ଼ିଆ ପୁଅ) ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ନେଇ କର୍ଣ୍ଣାଟକରୁ ପ୍ରଥମ ସ୍ୱତନ୍ତ୍ର ଟ୍ରେନ ବେଙ୍ଗାଲୁରୁରୁ ଓଡ଼ିଶାର ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛି। ଦକ୍ଷିଣ ପଶ୍ଚିମ ରେଳବାଇର ଏହି ସ୍ୱତନ୍ତ୍ର ଟ୍ରେନଟି ବେଙ୍ଗାଲୁରୁର ଚିକବନୱାରା ଷ୍ଟେସନରୁ ପୂର୍ବାହ୍ନ ୯:୨୬ ରେ ୧, ୧୯୦ ପ୍ରବାସୀ ଶ୍ରମିକଙ୍କୁ ନେଇ ଭୁବନେଶ୍ୱର ଅଭିମୁଖ୍ ଯାତ୍ରା କରିଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟେଟନାୟକ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି. ଏସ. ୟେଦିୟୁରପ୍ପାଙ୍କ ସହ ଶନିବାର ଦିନ ଏ ସମ୍ପର୍କରେ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.