ଭୁବନେଶ୍ୱର ୧-୧୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଲା ୧୧ ମୁଣ୍ଡ। ମୋଟ ମୃତକଙ୍କ ସଂଖ୍ୟା ୧୩୩୧ କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –
କେନ୍ଦୁଝର ଜିଲ୍ଲାର ଜଣେ
ଭୁବନେଶ୍ୱରର ଜଣେ
ଦେବଗଡ଼ ଜିଲ୍ଲାର ଜଣେ
ନୁଆପଡା ଜିଲ୍ଲାର ଜଣେ
ସୁନ୍ଦରଗଡ ଜିଲ୍ଲାର ୩ ଜଣ
କଟକ ଜିଲ୍ଲାର ଜଣେ
କେନ୍ଦ୍ରାପଡା ଜିଲ୍ଲାର ଜଣେ
ଅନୁଗୁଳ ଜିଲ୍ଲାର ଜଣେ
ମାଲକାନଗିରି ଜିଲ୍ଲାର ଜଣେ
ମୃତକଙ୍କ ବିଷୟରେ –
୧- କେନ୍ଦୁଝର ଜିଲ୍ଲାର ଜଣେ ୬୨ ବର୍ଷ ବୟସ୍କା ମହିଳା ଯିଏ କି ମଧୁମେହ ମେଲିଟସ୍ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୨- ଭୁବନେଶ୍ୱରର ଜଣେ ୬୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୩- ଦେବଗଡ଼ ଜିଲ୍ଲାର ଜଣେ ୮୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୪- ନୁଆପଡା ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ।
୫- ସୁନ୍ଦରଗଡ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ଡାଇବେଟିସ୍ ମେଲିଟସ୍ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ଶେଷ ପର୍ଯ୍ୟାୟରେ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।
୬- ସୁନ୍ଦରଗଡ ଜିଲ୍ଲାର ଜଣେ ୪୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।
୭- ସୁନ୍ଦରଗଡ ଜିଲ୍ଲାର ୨୬ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।
୮- କଟକ ଜିଲ୍ଲାର ଜଣେ ୭୪ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ CAD ରେ ମଧ୍ୟ ପୀଡିତ ଥିଲେ।
୯- କେନ୍ଦ୍ରାପଡା ଜିଲ୍ଲାର ଜଣେ ୬୪ ବର୍ଷ ବୟସ୍କ ପୁରୁଷ।
୧୦- ଅନୁଗୁଳ ଜିଲ୍ଲାର ଜଣେ ୪୮ ବର୍ଷ ବୟସ୍କ ପୁରୁଷ।
୧୧- ମାଲକାନଗିରି ଜିଲ୍ଲାର ୩୦ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।
- Coronavirus Outbreak
- ଅନୁଗୁଳ
- ଓଡ଼ିଶା
- କଟକ
- କନ୍ଧମାଳ
- କଳାହାଣ୍ଡି
- କେନ୍ଦୁଝର
- କେନ୍ଦ୍ରାପଡ଼ା
- କୋରାପୁଟ
- ଖୋର୍ଦ୍ଧା
- ଗଜପତି
- ଗଞ୍ଜାମ
- ଜଗତସିଂହପୁର
- ଜିଲ୍ଲା ପରିକ୍ରମା
- ଝାରସୁଗୁଡ଼ା
- ଢେଙ୍କାନାଳ
- ଦେବଗଡ଼
- ନବରଙ୍ଗପୁର
- ନୂଆପଡ଼ା
- ନୟାଗଡ଼
- ପୁରୀ
- ବରଗଡ଼
- ବଲାଙ୍ଗୀର
- ବାଲେଶ୍ବର
- ବୌଦ୍ଧ
- ବ୍ରହ୍ମପୁର
- ଭଦ୍ରକ
- ଭୁବନେଶ୍ୱର
- ମାଲକାନଗିରି
- ମୟୁରଭଞ୍ଜ
- ଯାଜପୁର
- ରାଉରକେଲା
- ରାୟଗଡ଼ା
- ସମ୍ବଲପୁର
- ସମ୍ୱଲପୁର
- ସହର
- ସୁନ୍ଦରଗଡ଼
- ସୁବର୍ଣ୍ଣପୁର
- ସ୍ବାସ୍ଥ୍ୟ