Home Coronavirus Outbreak ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ: ୧୦,୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ...

ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ: ୧୦,୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୩୯, ରାଜ୍ୟରେ କରୋନା ନେଲା ୧୭ ଜୀବନ

296

ଭୁବନେଶ୍ୱର ୧୨-୫ (ଓଡ଼ିଆ ପୁଅ) ରାଜ୍ୟରେ ଗତ ୨୪ ଘଂଟାରେ ୧୦,୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଗୋଟିଏ ଦିନ ଦଶହଜାର ତଳକୁ ଥିବା ବେଳେ, ଆଜି ପୁଣି ୧୦ ହଜାର ପାର କରିଛି ସଂକ୍ରମଣ।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୫୩୯ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୬୪ କଟକରୁ ୮୮୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଉପରୋକ୍ତ ସଂକ୍ରମଣରୁ ଜଣାପଡ଼େଯେ, କେବଳ ୫ ଜିଲ୍ଲାରୁ ୪୦ ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଗୁଡ଼ିକ ହେଲେ ଖୋର୍ଦ୍ଧା, ସୁନ୍ଦରଗଡ଼,କଟକ, ଅନୁଗୁଳ ଏବଂ ସମ୍ବଲପୁର।
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୬୫,୬୮ କୁ ବୃଦ୍ଧି ପାଇଛି।
ଗତ ୨୪ ଘଣ୍ଟା ଭିତରେ କରୋନା ନେଲା ୧୭ ଜଣଙ୍କ ଜୀବନ। ଏହା ସହିତ ମୋଟ ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି ପାଇଛି।
ରାଜ୍ୟରେ ବର୍ତ୍ତମାନ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ୯୮,୨୩୦ କୁ ବୃଦ୍ଧି ପାଇଛି।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୪୯୧୯୧ ନମୂନା ପରୀକ୍ଷଣ ହୋଇଛି।

ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ

୧ – ଅନୁଗୁଳ ଜିଲ୍ଲାରୁ ୫୩୯,
୨ – ବାଲେଶ୍ୱର ଜିଲ୍ଲାରୁ ୩୦୩,
୩ – ବରଗଡ ଜିଲ୍ଲାରୁ ୪୩୧,
୪ – ଭଦ୍ରକ ଜିଲ୍ଲାରୁ ୨୩୧,
୫ – ବଲାଙ୍ଗୀର ଜିଲ୍ଲାରୁ ୪୨୬,
୬ – ବୌଦ୍ଧ ଜିଲ୍ଲାରୁ ୧୮୦,
୭ – କଟକ ଜିଲ୍ଲାରୁ ୮୮୫,
୮ – ଦେବଗଡ଼ ଜିଲ୍ଲାରୁ ୧୨୭,
୯ – ଢେଙ୍କାନାଳ ଜିଲ୍ଲାରୁ ୧୮୯,
୧୦ – ଗଜପତି ଜିଲ୍ଲାରୁ ୧୧୧,
୧୧ – ଗଞ୍ଜାମ ଜିଲ୍ଲାରୁ ୧୭୭,
୧୨ – ଜଗତସିଂହପୁର ଜିଲ୍ଲାରୁ ୨୩୨,
୧୩ – ଯାଜପୁର ଜିଲ୍ଲାରୁ ୩୪୯,
୧୪ – ଝାରସୁଗୁଡ଼ା ଜିଲ୍ଲାରୁ ୩୮୦,
୧୫ – କଳାହାଣ୍ଡି ଜିଲ୍ଲାରୁ ୩୭୦,
୧୬ – କନ୍ଧମାଳ ଜିଲ୍ଲାରୁ ୧୩୪,
୧୭ – କେନ୍ଦ୍ରାପଡା ଜିଲ୍ଲାରୁ ୧୪୧,
୧୮ – କେନ୍ଦୁଝର ଜିଲ୍ଲାରୁ ୨୫୩,
୧୯ – ଖୋର୍ଦ୍ଧା ଜିଲ୍ଲାରୁ ୧୫୩୯,
୨୦ – କୋରାପୁଟ ଜିଲ୍ଲାରୁ ୧୯୫,
୨୧ – ମାଲକାନଗିରି ଜିଲ୍ଲାରୁ ୭୧,
୨୨ – ମୟୂରଭଞ୍ଜ ଜିଲ୍ଲାରୁ ୨୩୯,
୨୩ – ନବରଙ୍ଗପୁର ଜିଲ୍ଲାରୁ ୩୩୫,
୨୪ – ନୟାଗଡ଼ ଜିଲ୍ଲାରୁ ୧୯୨,
୨୫ – ନୁଆପଡା ଜିଲ୍ଲାରୁ ୩୭୮,
୨୬ – ପୁରୀ ଜିଲ୍ଲାରୁ ୩୯୮,
୨୭ – ରାୟଗଡ଼ା ଜିଲ୍ଲାରୁ ୨୧୨,
୨୮ – ସମ୍ବଲପୁର ଜିଲ୍ଲାରୁ ୪୫୪,
୨୯ – ସୋନପୁର ଜିଲ୍ଲାରୁ ୨୧୫,
୩୦ – ସୁନ୍ଦରଗଡ ଜିଲ୍ଲାରୁ ୯୬୪,
୩୧ – ରାଜ୍ୟ ପୁଲ୍ ରୁ ୩୩୨
ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୧୭ ଜଣ କୋଭିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଛି। ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୨୨୩୨ କୁ ବୃଦ୍ଧି ପାଇଛି।
ତେବେ ଅନୁଗୁଳ ଜିଲ୍ଲାର ୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, ନୂଆପଡ଼ା, କଳାହାଣ୍ଡି ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ ଓ ବାଲେଶ୍ୱର, ବୌଦ୍ଧ, ଢେଙ୍କାନାଳ, ଗଞ୍ଜାମ, ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି।

୧ – ଅନୁଗୁଳ ଜିଲ୍ଲାର ୭୫ ବର୍ଷ ବୟସ୍କା ମହିଳା।

୨ – ଅନୁଗୁଳ ଜିଲ୍ଲାର ୮୯ ବର୍ଷ ବୟସ୍କ ପୁରୁଷ।

୩ – ଅନୁଗୁଳ ଜିଲ୍ଲାର ୫୬ ବର୍ଷ ବୟସ୍କ ପୁରୁଷ।

୪ – ବାଲେଶ୍ୱର ଜିଲ୍ଲାର ୩୮ ବର୍ଷ ବୟସ୍କ ପୁରୁଷ।

୫ – ବୌଦ୍ଧ ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ।

୬ – ଭୁବନେଶ୍ୱରର ୭୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୭ – ଭୁବନେଶ୍ୱରର ୫୮ ବର୍ଷ ବୟସ୍କା ମହିଳା।

୮ – ଢେଙ୍କାନାଳ ଜିଲ୍ଲାର ୪୨ ବର୍ଷ ବୟସ୍କ ପୁରୁଷ।

୯ – ଗଞ୍ଜାମ ଜିଲ୍ଲାର ଜଣେ ୬୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୦ – କଳାହାଣ୍ଡି ଜିଲ୍ଲାର ଜଣେ ୫୪ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୧୧ – କଳାହାଣ୍ଡି ଜିଲ୍ଲାର ୩୩ ବର୍ଷ ବୟସ୍କ ପୁରୁଷ।

୧୨ – ଖୋର୍ଦ୍ଧା ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କା ମହିଳା ଯିଏ ଦୂର ମେଟ୍ ସହିତ ସ୍ତନ କର୍କଟରେ ପୀଡିତ ଥିଲେ।

୧୩ – ନୁଆପଡା ଜିଲ୍ଲାର ୬୧ ବର୍ଷ ବୟସ୍କ ପୁରୁଷ।

୧୪ – ନୁଆପଡା ଜିଲ୍ଲାର ୪୮ ବର୍ଷ ବୟସ୍କା ମହିଳା।

୧୫ – ପୁରୀ ଜିଲ୍ଲାର ୬୩ ବର୍ଷ ବୟସ୍କ ପୁରୁଷ।

୧୬ – ସୁନ୍ଦରଗଡ ଜିଲ୍ଲାର ୩୪ ବର୍ଷ ବୟସ୍କ ପୁରୁଷ।

୧୭ – ସୁନ୍ଦରଗଡ ଜିଲ୍ଲାର ୬୨ ବର୍ଷ ବୟସ୍କ ପୁରୁଷ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ପୁଣି ସୁସ୍ଥ ହୋଇଛନ୍ତି ୭୫୬୪ କରୋନା ଆକ୍ରାନ୍ତ।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

୧୨୯୧ – ଖୋର୍ଦ୍ଧା ଜିଲ୍ଲାରୁ,
୭୩୨ – ସୁନ୍ଦରଗଡ ଜିଲ୍ଲାରୁ,
୫୨୯ – ପୁରୀ ଜିଲ୍ଲାରୁ,
୪୭୦ – କଟକ ଜିଲ୍ଲାରୁ,
୪୪୦ – ସମ୍ବଲପୁର ଜିଲ୍ଲାରୁ,
୪୦୩ – ଝାରସୁଗୁଡା ଜିଲ୍ଲାରୁ,
୩୮୨ – ବରଗଡ ଜିଲ୍ଲାରୁ,
୩୫୬ – ନବରଙ୍ଗପୁର ଜିଲ୍ଲାରୁ,
୨୮୯ – ବଲାଙ୍ଗୀର ଜିଲ୍ଲାରୁ,
୨୬୧ – ଗଞ୍ଜାମ ଜିଲ୍ଲାରୁ,
୨୫୯ – ନୁଆପଡା ଜିଲ୍ଲାରୁ,
୧୭୩ – କଳାହାଣ୍ଡି ଜିଲ୍ଲାରୁ,
୧୫୬ – ନୟାଗଡ଼ ଜିଲ୍ଲାରୁ,
୧୪୬ – ଢେଙ୍କାନାଳ ଜିଲ୍ଲାରୁ,
୧୪୨ – ଭଦ୍ରକ ଜିଲ୍ଲାରୁ,
୧୩୪ – ମୟୂରଭଞ୍ଜ ଜିଲ୍ଲାରୁ,
୧୨୮ – ଗଜପତି ଜିଲ୍ଲାରୁ,
୧୨୭ – ଯାଜପୁର ଜିଲ୍ଲାରୁ,
୧୨୧ – ସୋନପୁର ଜିଲ୍ଲାରୁ,
୧୦୮ – ଅନୁଗୁଳ ଜିଲ୍ଲାରୁ,
୧୦୫ – ଜଗତସିଂହପୁର ଜିଲ୍ଲାରୁ,
୧୦୦ – ବାଲେଶ୍ୱର ଜିଲ୍ଲାରୁ,
୯୮ – କୋରାପୁଟ ଜିଲ୍ଲାରୁ,
୮୭ – କେନ୍ଦ୍ରାପଡା ଜିଲ୍ଲାରୁ,
୭୧ – ଦେବଗଡ଼ ଜିଲ୍ଲାରୁ,
୬୪ – କନ୍ଧମାଳ ଜିଲ୍ଲାରୁ,
୫୮ – କେନ୍ଦୁଝର
୫୫ – ମାଲକାନଗିରି ଜିଲ୍ଲାରୁ,
୨୬ – ବୌଦ୍ଧ ଜିଲ୍ଲାରୁ,
୧୭ – ରାୟଗଡ଼ା ଜିଲ୍ଲାରୁ,
୨୩୬ – ରାଜ୍ୟ ପୁଲ୍ ଜିଲ୍ଲାରୁ,
ଓଡିଶାର ମୋଟ ଆରୋଗ୍ୟ ମାମଲା ବର୍ତ୍ତମାନ ୪୬୫୧୩୩ ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.