Home Coronavirus Outbreak ରାଜ୍ୟରେ ଭାଙ୍ଗିଲା ରେକର୍ଡ – ୧୦୫୨୧, ନୂଆ ଆକ୍ରାନ୍ତ ଚିହ୍ନଟ – ଖୋର୍ଦ୍ଧାରୁ ସର୍ବାଧିକ ୧୪୭୭...

ରାଜ୍ୟରେ ଭାଙ୍ଗିଲା ରେକର୍ଡ – ୧୦୫୨୧, ନୂଆ ଆକ୍ରାନ୍ତ ଚିହ୍ନଟ – ଖୋର୍ଦ୍ଧାରୁ ସର୍ବାଧିକ ୧୪୭୭ – ୧୭ ମୃତ୍ୟୁ

137

ଭବନେଶ୍ୱର ୬-୫ (ଓଡ଼ିଆ ପୁଅ) ରାଜ୍ୟରେ ଭାଙ୍ଗିଲା ରେକର୍ଡ। ଗତ ୨୪ ଘଣ୍ଟାରେ ୧୦୫୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୪୭୭ ଜଣ, ସୁନ୍ଦରଗଡରୁ ୧୧୮୬, କଟକରୁ ୯୬୩, କଳାହାଣ୍ଡିରୁ ୫୭୧, ବରଗଡରୁ ୫୪୩ ଜଣ ଚିହ୍ନଟ ହୋଇଛନ୍ତି। ୨୪ ଟି ଜିଲ୍ଲାରେ ତିନି ଅଙ୍କ ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୨୧୨୧ କୁ ବୃଦ୍ଧି ପାଇଛି।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ

୧- ଅନୁଗୁଳ : ୩୮୮
୨- ବାଲେଶ୍ୱର : ୯୭
୩- ବରଗଡ: ୫୪୩
୪- ଭଦ୍ରକ: ୧୫୮
୫- ବଲାଙ୍ଗୀର: ୩୧୪
୬- ବୌଦ୍ଧ: ୨୫୦
୭- କଟକ: ୯୬୩
୮- ଦେବଗଡ଼ : ୮୮
୯- ଢେଙ୍କାନାଳ: ୮୮
୧୦- ଗଜପତି: ୧୧୩
୧୧- ଗଞ୍ଜାମ: ୧ ୬୬
୧୨- ଜଗତସିଂହପୁର: ୨୧୭
୧୩- ଯାଜପୁର: ୩୭୩
୧୪- ଝାରସୁଗୁଡା: ୩୧୪
୧୫- କଳାହାଣ୍ଡି: ୫୭୧
୧୬- କନ୍ଧମାଳ : ୭୨
୧୭- କେନ୍ଦ୍ରାପଡା: ୧୨୧
୧୮- କେନ୍ଦୁଝର : ୧୯୪
୧୯- ଖୋର୍ଦ୍ଧା : ୧୪୭୭
୨୦- କୋରାପୁଟ: ୧୮୨
୨୧- ମାଲକାନଗିରି: ୮୩
୨୨- ମୟୂରଭଞ୍ଜ: ୨୮୮
୨୩- ନବରଙ୍ଗପୁର: ୪୦୪
୨୪- ନୟାଗଡ଼: ୨୨୪
୨୫- ନୁଆପଡା: ୩୦୪
୨୬- ପୁରୀ: ୩୧୯
୨୭- ରାୟଗଡା: ୧୪୦
୨୮- ସମ୍ବଲପୁର: ୪୬୦
୨୯- ସୋନପୁର: ୧୧୨
୩୦- ସୁନ୍ଦରଗଡ: ୧୧୮୬
୩୧- ଷ୍ଟେଟ୍ ପୁଲ୍: ୨୮୨

ଗତକାଲି ଟେଷ୍ଟ ହୋଇଥିଲା : ୪୮୩୧୪
ମୋଟ ଟେଷ୍ଟ ହୋଇଛି – ୧୦୩୬୭୪୧୮
ଗତକାଲି ସୁସ୍ଥ ହୋଇଥିଲେ : ୬୧୭୬
ମୋଟ ପଜିଟିଭ୍ : ୫୦୦୧୬୨
ଆରୋଗ୍ୟ ହେଲେଣି : ୪୧୬୪୦୩ ଜଣ
ମୋଟ ମୃତ୍ୟୁ ସଂଖ୍ୟା : ୨୧୨୧
ସକ୍ରିୟ ଆକ୍ତାନ୍ତ : ୮୧୫୮୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.