Home Coronavirus Outbreak କରୋନା ନେଲା ୧୦ ମୁଣ୍ଡ – ମୋଟ ମୃତ୍ୟୁ ୭୦୧

କରୋନା ନେଲା ୧୦ ମୁଣ୍ଡ – ମୋଟ ମୃତ୍ୟୁ ୭୦୧

263

ଭୁବନେଶ୍ୱର ୨୦-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଇଛି ୧୦ ମୁଣ୍ଡ। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ କରିଛି। ମୋଟ ମୃତ୍ୟୁ ସଂଖ୍ୟା ୭୦୧ କୁ ବୃଦ୍ଧି ପାଇଛି।
ବଲାଙ୍ଗୀର ଜିଲ୍ଲାରୁ ଜଣେ,
କଟକ ଜିଲ୍ଲାରୁ ୨ ଜଣ,
ଗଞ୍ଜାମ ଜିଲ୍ଲାରୁ ଜଣେ,
କଳାହାଣ୍ଡି ଜିଲ୍ଲାରୁ ଜଣେ,
ଖୋର୍ଦ୍ଧା ଜିଲ୍ଲାରୁ ଜଣେ,
ମୟୁରଭଞ୍ଜ ଜିଲ୍ଲାରୁ ଜଣେ,
ପୁରୀ ଜିଲ୍ଲାରୁ ଜଣେ

ସମ୍ବଲପୁର ଜିଲ୍ଲାର ଜଣେ,
ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

୧- ବଲାଙ୍ଗୀର ଜିଲ୍ଲାର ଜଣେ ୪୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।

୨- କଟକ ଜିଲ୍ଲାର ଜଣେ ୬୯ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପ, କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୩- କଟକ ଜିଲ୍ଲାର ଜଣେ ୮୪ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ମଧ୍ୟ ପୀଡିତ ଥିଲେ।

୪- ଗଞ୍ଜାମ ଜିଲ୍ଲାର ଜଣେ ୬୮ ବର୍ଷ ବୟସ୍କ ପୁରୁଷ।

୫- କଳାହାଣ୍ଡି ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ପୁରୁଷ।

୬- ଖୋର୍ଦ୍ଧା ଜିଲ୍ଲାର ଜଣେ ୯୨ ବର୍ଷ ବୟସ୍କ ପୁରୁଷ।

୭- ମୟୁରଭଞ୍ଜ ଜିଲ୍ଲାର ଜଣେ ୮୦ ବର୍ଷ ବୟସ୍କା ମହିଳା।

୮- ପୁରୀ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା।

୯- ପୁରୀ ଜିଲ୍ଲାର ଜଣେ ୫୪ ବର୍ଷ ବୟସ୍କ ପୁରୁଷ।

୧୦ – ସମ୍ବଲପୁର ଜିଲ୍ଲାର ଜଣେ ୫୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.