Home ଜିଲ୍ଲା ପରିକ୍ରମା ୭୯ତମ ସ୍ୱାଧୀନତା ଦିବସରେ “ଭଦ୍ରକ ମୁସଲିମ ଜମାତ”ରେ ଜାତୀୟ ପତାକା ଉତୋଳନ

୭୯ତମ ସ୍ୱାଧୀନତା ଦିବସରେ “ଭଦ୍ରକ ମୁସଲିମ ଜମାତ”ରେ ଜାତୀୟ ପତାକା ଉତୋଳନ

12

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣାବଜାର ସ୍ଥିତ ମଦିନା ମଇଦାନ ଠାରେ ଭଦ୍ରକ ମୁସଲମ ଜମାତ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ଭଦ୍ରକ ମୁସଲିମ ଜମାତର ସାଧାରଣ ସମ୍ପାଦକ ହାଜୀ ସେକ ଏନାମ ମହମ୍ମଦ ପତାକା ଉତୋଳନ କରିଥିଲେ । ମୁସଲିମ ଜମାତର ଉପ ସଭାପତି ମହମ୍ମଦ ଜକାଉଲ୍ଲା , ସମ୍ପାଦକ ହାଜୀ ଅବଦୁଲ ମୁକିତ ଖାନ, ସମ୍ପାଦକ, ଏସ.ଏମ. ଫାରୁକ, ହାଜୀ କାସିମ ଖାଁ, ଇଂ. ମନାୱର ହୋସେନ , ଇଂ ରେଜାଏ ରସୁଲ, ଜମିଲ ଅଖତର ଖାନ, ମିର୍ଜା ଏକ୍ରାମ ବେଗ, ଅଖତର ଅଲି ଖାନ , ମିଡିଆ ସେଲ ସଂଯୋଜକ ସେଖ ଅନୱର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.