Home ଓଡ଼ିଶା ୬ ଗୋରୁ ଜୀବନ୍ତ ଦଗ୍ଧ

୬ ଗୋରୁ ଜୀବନ୍ତ ଦଗ୍ଧ

99

ଭୁବନେଶ୍ୱର;୨୦,୦୨,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):ଗତ କାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ଗୋଳବାଇ ପଞ୍ଚାୟତ ଅନ୍ତର୍ଗତ କାୟା ଗ୍ରାମର ସୁବଳ ଚହଟରାୟଙ୍କ ଗୁହାଳରେ କୌଣସି କାରଣରୁ ନିଆଁ ଲାଗି ୬ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.