Home ଆନ୍ତର୍ଜାତୀୟ ୬ ଆମେରିକା ରାଷ୍ଟ୍ରପତି ଇରାନକୁ ଭାଙ୍ଗିବାକୁ ଚାହିଁ ବିଫଳ ହୋଇଛନ୍ତି:ଖୁମୈନି

୬ ଆମେରିକା ରାଷ୍ଟ୍ରପତି ଇରାନକୁ ଭାଙ୍ଗିବାକୁ ଚାହିଁ ବିଫଳ ହୋଇଛନ୍ତି:ଖୁମୈନି

101

ଇରାନ:ଇରାନର ଶୀର୍ଷ ନେତା ଅୟାତୁଲା ଖୁମୈନି କହିଛନ୍ତି ଯେ ଏବେକାର ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପୂର୍ବରୁ ୬ ଜଣ ଆମେରିକା ରାଷ୍ଟ୍ରପତି ଇରାନରେ ସଙ୍କଟ ସୃଷ୍ଟି କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି।ସେ କହିଛନ୍ତି ଯେ ଏସବୁ ରାଷ୍ଟ୍ରପତି ମାନେ ଇରାନ ସରକାର ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବାକୁ ଅସଫଳ ଉଦ୍ୟମ କରିଥିଲେ।ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଆମେରିକାର ଇରାନକୁ ହରାଇବାର ସାମର୍ଥ୍ୟ ଥାଆନ୍ତା,ତେବେ ଆମେରିକା ଅନ୍ୟ ପଶ୍ଚିମ ଏସିଆ ରାଷ୍ଟ୍ର ଗୁଡ଼ିକର ସାହାଯ୍ୟ ଲୋଡ଼ି ନଥାନ୍ତା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.