Home କୋରାପୁଟ ୪ରୁ  କୋରାପୁଟ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବ

୪ରୁ  କୋରାପୁଟ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବ

28

କୋରାପୁଟ ୦୩-୦୮(ଓଡିଆ ପୁଅ /ରଂଜନ ଦାସ) କୋଭିଡ ଗାଇଡଲାଇନକୁ ପାଳନ କରି ୪ ତାରିଖରୁ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲିବ ବୋଲି ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ସୂଚନା ଦେଇଛନ୍ତି । ଧାର୍ମିକ ଅନୁଷ୍ଠାନରେ ଭୋଗପ୍ରସାଦ ବଂଟନ କରାଯିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି ।ଶ୍ରାବଣ ମାସରେ ଗୁପ୍ତେଶ୍ୱର ପୀଠକୁ ବାହାର ରାଜ୍ୟରୁ ଅନେକ ସଂଖ୍ୟାରେ ଭକ୍ତ ଆସୁଥିବା କାରଣରୁ ଗୁପ୍ତେଶ୍ୱର ପୀଠ ଶ୍ରାବଣ ମାସ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସେ ସୂଚନା ଦେଇଛନ୍ତି । ସମସ୍ତ ଧାର୍ମିକ ଅନୁଷ୍ଠାନମାନଙ୍କୁ ଇନସିଡେଂଟ କମାଣ୍ଡର ଓ ଆଇଆଇସିମାନେ ଦୈନଦିନ ପରିଦର୍ଶନ କରିବାକୁ କଡା ନିର୍ଦ୍ଦେଶ ଦି।।ଯାଇଥିବା ସେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.