Home ଜିଲ୍ଲା ପରିକ୍ରମା ୩୦ତମ ରାଜ୍ୟ ସ୍ତରୀୟ ଟେବୁଲ୍ ଟେନିସ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲାର ବାଳକ ଦଳ ଘୋଷିତ

୩୦ତମ ରାଜ୍ୟ ସ୍ତରୀୟ ଟେବୁଲ୍ ଟେନିସ ପ୍ରତିଯୋଗିତା ନିମନ୍ତେ ଭଦ୍ରକ ଜିଲ୍ଲାର ବାଳକ ଦଳ ଘୋଷିତ

11

ଭଦ୍ରକ, ୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- କଟକ ର ବିଜୁପଟ୍ଟନାୟକ ଷ୍ଚାଡ଼ିୟମ୍ ସେକ୍ଟର ୭ ରେ ଆରମ୍ଭ ହେବାକୁ ଯାଉଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଟି ୬ ନଭେମ୍ୱର ରୁ ଆରମ୍ଭ ହୋଇ ୮ ନଭେମ୍ବର ରେ ସମାପ୍ତ ହେବ। ଏହି ପ୍ରତିଯୋଗିତା ନିମନ୍ତେ ଭଦ୍ରକ ତାର ୩ ଜଣ ବାଳକ ଖେଳାଳୀ ଙ୍କ ନାମ ଘୋଷଣା କରିଛି । ଏହି ବାଳକ ଦଳ କୁ ଜିଲ୍ଲା ଆଥଲେଟିକ୍ ସଂଘର ସଂପାଦକ ଧିରେନ୍ ପଲାଇ ଶୁଭେଚ୍ଛା ଜଣାଇବା ସହିତ ସେ କିପରି ରାଜ୍ୟ ସ୍ତରରେ ଉଲ ଖେଳ ପ୍ରଦର୍ଶନ କରନ୍ତୁ ତାଙ୍କର ଶୁଭକାମନା ମନାସିଛନ୍ତି । ଖେଳାଳୀ ମାନେ ହେଲେ ସୌମ୍ୟ ରଞ୍ଜନ ବେହୁରିଆ ,ପ୍ରଖର ନନ୍ଦ ଓ ସ୍ୱାଗତ ରଞ୍ଜନ ନାୟକ। ଏହି ଦଳ ସହିତ କୋଚ୍ ଓ ମେନେଜର୍ ଭାବେ ସୂର୍ଯ୍ୟକାନ୍ତ ରାଉଳ ଯାତ୍ରା କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.