Home ଓଡ଼ିଶା ହ୍ରାସ ପାଇଲା ରେପୋରେଟ

ହ୍ରାସ ପାଇଲା ରେପୋରେଟ

261

ନୂଆଦିଲ୍ଲୀ,୦୪/୧୦,(ଓଡ଼ିଆ ପୁଅ ପି ନାଏକ):ହ୍ରାସ ହେଲା ରେପୋ ରେପ୍ । ଆଉ ଗ୍ରାହକଙ୍କୁ ସାମାନ୍ୟ ମିଳିଲା ଆଶ୍ୱସ୍ତି । ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟରେ ୨୫ ବେସିସ ପଏଣ୍ଟ ହ୍ରାସ କରିଛନ୍ତି । ତେବେ ଏହା ହ୍ରାସ ହେବା ଫଳରେ ଗ୍ରାହକମାନେ ହୋମ ଫୋନ ବ୍ୟତୀତ ଭେଇକିଲ ଲୋନରେ ମଧ୍ୟ ଇଏମଆଇ ଶସ୍ତା ପାଇପାରିବେ । ଦୀପାବଳୀ ପୂର୍ବରୁ ଏହା ଗ୍ରାହକଙ୍କୁ ଏକ ଭେଟି ଦେଇଛନ୍ତି ଆରବିଆଇ ।

ତେବେ ଶୁକ୍ରବାର ବସିଥିବା ତ୍ରୈମାସିକ ଆର୍ଥିକ ନୀତି ସମୀକ୍ଷା ବୈଠକରେ ରିଜର୍ଭ ବ୍ୟାଙ୍କ ଏହା ଘୋଷଣା କରିଛନ୍ତି । ଏହାକୁ ମିଶାାଇ ରେପୋ ରେଟ୍‌ ଲଗାତର ୫ମ ଥର ପାଇଁ ହ୍ରାସ ପାଇ ବର୍ତ୍ତମାନ ୫.୧୫ ପ୍ରତିଶତରେ ପହଂଚିଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.