ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଖାରବେଳ ନଗରସ୍ଥିତ ଓଡିଶା ଆସୋସିଏସନ୍ ବ୍ଲାଇଣ୍ଡ୍ କନଫରେନ୍ସ ହଲରେ ଇଟଂର ନ୍ୟାସନାଲ୍ ହ୍ୟୁମାନ୍ ରାଇଟ୍ସ ଡେ ପାଳିତ ହୋଇଯାଇଛି । ଅବସରପ୍ରାପ୍ତ ବିଚାରକ ଉମାଚରଣ ମିଶ୍ର ସଭାକୁ ପୌରୋହିତ୍ୟ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ରିଜନ୍ସ ଅଫ୍ ଡିଜି ସୁଶାନ୍ତ କୁମାର ରଥ, ଫାଉଣ୍ଡର ଡ.ଶୁଭାସିନୀ ବଳ ପ୍ରମୁଖ ଯୋଗଦେଇ ମାନବିକ ଅଧିକାରର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭୂତତ୍ୱବିତ୍ ହୃଦୟ ରଞ୍ଜନ ସିହ୍ନାଙ୍କୁ ସଂବେଗଫଳକ ,ପ୍ରମାଣପତ୍ର, ଉତରୀୟ ପ୍ରଦାନ ପୂର୍ବକ ଡ.ହୋନରାରୀ ଡକ୍ଟରେଟ୍ ଆୱାର୍ଡରେ ସମ୍ମାନିତ କରିଛନ୍ତି ।








