ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଜର ମାଟି ପାଣିର ବାସ୍ନା ଶେଷ ସମୟ ରେ ଗାଁ ଜନ୍ମ ମାଟି କଥା ମନେ ପକାଇ ବା ସାଙ୍ଗକୁ ନିଜର ପରିଚୟ ସୃଷ୍ଟି କରି ଥାଏ ।ଶେଷ ସମୟରେ ଗାଁ ମାଟି ଶେଷ ସାଥି ଭାବେ ନିଜକୁ ଅ ଅପେକ୍ଷା କରିବା ସହିତ ନିଜର ସାଙ୍ଗ ସାଥି ସହିତ ନିଜର ଲୋକ ବେସ ଝୁରି ହୁଅନ୍ତି । ଏମିତି ଏକ ନିଆରା ସ୍ୱର୍ଗ ବାସି ପ୍ରାଥୀଭା ହେଉଛନ୍ତି ଜଣେ ବେସ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଜଣେ ସୋଚଟ ଦକ୍ଷ ସମୟାନୁବର୍ତୀ ଓ ପରାଉପକାରୀ ଉଚ୍ଚ ପଦସ୍ଥ ଅଧିକାରୀ ମଣିଷ ଭାବେ ଭାବେ ଜଣା ଶୁଣା ହଳଦିଆ ଗ୍ରାମର ସ୍ୱର୍ଗତ ନରହରି ସେଠୀ । ନିଜର କାର୍ଯ୍ୟ ଦକ୍ଷତା ପାଇଁ ବେସ ପ୍ରମାଣିତ କରିଛନ୍ତି । ଶିକ୍ଷକ ତା ରୁ ଜୀବନ ଆରମ୍ଭ କରି କନିକା ମାଟିର ୍ୱୀରପୁତ୍ର ଭଦ୍ରକ ଜିଲ୍ଲାର ପ୍ରଥମ ଓଡ଼ିଆ ଅଧିକାରୀ ଭାବେ ଏକ୍ସସିସି ବ୍ୟାଙ୍କ ରେ ରାଜ୍ୟ ଉପସଭାପତି ପଦ ମଣ୍ଡନ କରିପାରି ଥିଲେ । କନିକା ର ପ୍ରଜା ନେତା ବିପ୍ଲବୀ ବୀର ଚକ୍ରଧର ବେହେରାଙ୍କ ଜଣେ ଉତର ଦାୟାଦ ଭାବେ ଘେଂଟଶ୍ୱର ପୁରପାଲି ରେ ବେସ ଜଣା ଶୁଣା । ସେଠୀ ଜଣେ ଶୃଙ୍ଖଳିତ ଅତି ମିଷ୍ଠା ଭାସି ଓ ସହଯୋଗୀ ମଣିଷ ଭାବେ ଆଦୃତ ହୋଇପାରି ଥିଲେ । ଗତକାଲି ନରହରି ସେଠି ତାଙ୍କ ଜନ୍ମପୀଠ ହଳଦିଆ ଗ୍ରାମରେ ସ୍ମୃତି ଚରଣ ସଭାରେ ଚାନ୍ଦବାଲି ବ୍ଲକ ହଳଦିଆ ଗ୍ରାମରେ ଶିକ୍ଷକ ନେତା ଓ ଯାଦବ ନେତା ପ୍ରଭାକର ପରିଡା (ପ୍ରଫୁଲ୍ଲ )ଙ୍କ ସଂଯୋଜନା ରେ ଆୟୋଜିତ ସ୍ମୃତି ଚାରଣ ସଭାରେ ଘେଂଟଶ୍ୱର ଡିଗ୍ରୀ କଲେଜ ସଭାପତି ଇଂ ଅଭୟ ସୁତାର ଅଧ୍ୟକ୍ଷତା କରିଥିବା ବେଳେ ସମାଜସେବୀ ସତ୍ୟନନ୍ଦ ରାଉତ, ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ଦିଗମ୍ବର ଦାସ ଓ ପୂର୍ବତନ ୪ନଂ ଜୋନ ରେ ଜିଲ୍ଲା ପରିଷଦ ପାର୍ôଥ ଧୀରେନ୍ଦ୍ର ବେହେରା । ପ୍ରଧାନ ଶିକ୍ଷକ ଗଗନ ବିହାରୀ ସାହୁ, ପୂର୍ବତନ ବ୍ୟଙ୍କ ଅଧିକାରୀ ରମାକାନ୍ତ ଦାସ, ଆଇନଜୀବୀ ଗିରିଧାରୀ ନାଥ, ସଂଜୁତା ଭାରତୀ, ସୁଧାକର ଧନୀ,ହଳଦିଆ ଗ୍ରାମରେ ନରହରି ସେଠି ଙ୍କ ଜିଲ୍ଲା ବାହାରୁ ଅନେକ ସୁନାମ ଧନ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ନରହରି ସେଠୀଙ୍କ ପ୍ରତିଛବି ରେ ମାଲ୍ୟର୍ପଣ କରିବା ସହିତ ଏକ ବହି ଉନ୍ମୋଚନ କରିଥିଲେ ।








