Home ଓଡ଼ିଶା ସେନାରେ ପ୍ରବେଶ ପରୀକ୍ଷା ଦେଇ ଫେରୁଥିବା ୧୦ଜଣ ଯୁବକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ସେନାରେ ପ୍ରବେଶ ପରୀକ୍ଷା ଦେଇ ଫେରୁଥିବା ୧୦ଜଣ ଯୁବକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ

318

ନୂଆ ଦିଲ୍ଲୀ ୨୫-୯ (ଓଡ଼ିଆ ପୁଅ) ହରିୟାଣାର ଜୀନ୍ଦରେ ଏକ ଅଟୋ ରିକ୍ଶା ଏବଂ ଟ୍ରକର ଧକ୍କା ହେବା ଫଳରେ ୧୦ ଜଣ ଯୁବକଙ୍କର ମୃତ୍ୟୁ ହୋଇଯାଇଛି। ଏହି ଯୁବକମାନେ ସେନା ପ୍ରବେଶ ପରୀକ୍ଷାରୁ ଫେରୁଥିଲେ।

ଜୀନ୍ଦ-ହିସାର ରୋଡ୍ ଉପରେ ଏକ ଗ୍ରାମ ନିକଟରେ ମଙ୍ଗଳବାର ସଂଧ୍ୟାରେ ଏହି ଦୁର୍ଘଟଣା ହୋଇଛି। ଜୀନ୍ଦ ସଦର ପୁଲିସ ଥାନା ଅଧିକାରୀ କହିଛନ୍ତି ଏହି ସମ୍ବନ୍ଧରେ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.