Home କେନ୍ଦୁଝର ସୁନ୍ଦରାପାଳରେ ୩ବଖରା ଘର ପୋଡିଗଲା

ସୁନ୍ଦରାପାଳରେ ୩ବଖରା ଘର ପୋଡିଗଲା

21

ହାଟଡ଼ିହି, ୧ । ୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଜମ୍ଭୀରା ପଞ୍ଚାୟତ ସୁନ୍ଦରାପାଳ ଗ୍ରାମରେ ୩ବଖରା ଘର ଜଳିଯାଇଛି । ଆଜି ଦିନରେ ସକଲ ଟୁଡୁଙ୍କ ଘରେ ରୋଷେଇ କରୁଥିବା ବେଳେ ହଠାତ ଅଗ୍ନିକାଣ୍ଡ ଘଟିବାରୁ ତାଙ୍କର ତିନିବଖରା ଘର ପୋଡି ପାଉଁଶ ହୋଇଯାଇଥିଲା । ଅଗ୍ନିକାଣ୍ଡ ଖବରପାଇ ହାଟଡିହି ଦମକଳ କେନ୍ଦ୍ରର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.