Home କୋରାପୁଟ ସୁନାବେଡା ଇନଡୋର ଷ୍ଟାଡିୟମ ନିର୍ମାଣ ନିମନ୍ତେ ସାଧାରଣ ବୈଠକ

ସୁନାବେଡା ଇନଡୋର ଷ୍ଟାଡିୟମ ନିର୍ମାଣ ନିମନ୍ତେ ସାଧାରଣ ବୈଠକ

40

କୋରାପୁଟ ୨୩-୦୬(ଓଡିଆ ପୁଅ /ରଂଜନ ଦାସ)ସୁନାବେଡା ସହରରେ ଇନଡୋର ଷ୍ଟାଡିୟମ ନିର୍ମାଣ ନିମନ୍ତେ ହନୁମାନ ମାର୍କେଟ ଏସଏଚଜି ଗୃହଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ ,ସୁନାବେଡା ମ୍ୟୁନସିପାଲଟିର ପୂର୍ବତନ ଅଧ୍ୟକ୍ଷା ଶୁଭଶ୍ରୀ ମଲ୍ଲିକ ,ସୁନାବେଡା ମ୍ୟୁନସିପାଲଟି ନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାର , ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର  ଓ ସ୍ଥାନୀୟ ବ୍ୟକ୍ତିବିଶେଷ  ବୈଠକରେ ଯୋଗଦେଇ ନିଜ ନିଜର ମତ ଉପସ୍ଥାପନା କରିଥିଲେ ।ଇନଡୋର ଷ୍ଟାଡିୟମ ନିମନ୍ତେ   ଦୁଇଟି ସ୍ଥାନକୁ ଯାଇ କମିଟିର ସଦସ୍ୟମାନେ ଜମି ଦେଖିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.