ନୂଆ ଦିଲ୍ଲୀ ମଇ ୧୩ (ଓଡ଼ିଆ ପୁଅ) ନୋଭେଲ୍ କରୋନା ଭାଇରସ୍ (କୋଭିଡ-୧୯) ଦ୍ଵାରା ସୃଷ୍ଟି ହୋଇଥିବା ଅସୁବିଧା କାରଣରୁ ସିଭିଲ୍ ସର୍ଭିସେସ୍ (ପ୍ରିଲିମିନାରୀ) ପରୀକ୍ଷା ୨୦୨୧କୁ କେନ୍ଦ୍ର ଲୋକସେବା ଆୟୋଗ ସ୍ଥଗିତ ରଖିଛନ୍ତି। ଏହି ପରୀକ୍ଷା ଯାହା ୨୭ ଜୁନ୍, ୨୦୨୧ରେ ଅନୁଷ୍ଠିତ ହେବାର ଥିଲା, ତାହା ବର୍ତ୍ତମାନ ୧୦ ଅକ୍ଟୋବର, ୨୦୨୧ରେ ଅନୁଷ୍ଠିତ ହେବ।