Home ଜିଲ୍ଲା ପରିକ୍ରମା ସାର ବୋଝେଇ ଟ୍ରକ ଓଲଟିଲା

ସାର ବୋଝେଇ ଟ୍ରକ ଓଲଟିଲା

21

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୬ନମ୍ୱର ଜାତୀୟ ରାଜ ପ ଥ ରେ ଏକ ୧୪ଚକିଆ ସାର ବୋଝେଇ ଟ୍ରକ ରାସ୍ତା କଡ ନୟନ ଯୋରି କୁ ଓଲଟି ପଡିଛି। ସଂଧା ରେ ଏହି ଅଘଟଣ ଘ ଟିଥିଲେ ମଧ୍ୟ କେହି ମୃତାହତ ହୋଇ ନାହାଁନ୍ତି। ରାଜପଥର ଭଣ୍ଡାରିପୋଖରୀ ଦମକଳ କେନ୍ଦ୍ର ସମ୍ମୁଖ ରେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାରେ ସ୍ଥାନୀୟ ଥାନା ପୁଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.