Home Top News ସାଂସଦ ସୁବାଷ ସିଂହ ବିଜେଡିର କଟକ ମେୟର ପ୍ରାର୍ଥୀ

ସାଂସଦ ସୁବାଷ ସିଂହ ବିଜେଡିର କଟକ ମେୟର ପ୍ରାର୍ଥୀ

45

କଟକ, ୬/୩ (ଓଡ଼ିଆ ପୁଅ/ ଅଭୟ ଜେନା) କଟକ ମହାନଗର ନିଗମ ମେୟର ପ୍ରାର୍ଥୀ ଭାବେ ରାଜ୍ୟ ସଭା ସାଂସଦ ସୁବାଷ ସିଂହଙ୍କୁ ଚୟନ କରାଯାଇଛି। ବିଜେଡିର ମେୟର ପ୍ରାର୍ଥୀ ଭାବେ ମନୋନୀତ ହେବାପରେ ସେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ହଜାର ବର୍ଷର ସହରକୁ ଅଧିକ ସରସ ସୁନ୍ଦର କରିବାକୁ ପ୍ରୟାସ କରିବେ ବୋଲି କହିଛନ୍ତି। କଟକ ଠାରେ ଆୟୋଜିତ ସମାବେଶରେ ସମସ୍ତଙ୍କର ସାହାଯ୍ୟ ସହଯୋଗ କାମନା କରିଛନ୍ତି। ଏଥିରେ କଟକର ବିଜେଡି କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.