Home ଜିଲ୍ଲା ପରିକ୍ରମା ସମବାୟ ପ୍ରତିନିଧିମଣ୍ଡଳୀଙ୍କ ବୌଦ୍ଧବିହାର ପରିଦର୍ଶନ

ସମବାୟ ପ୍ରତିନିଧିମଣ୍ଡଳୀଙ୍କ ବୌଦ୍ଧବିହାର ପରିଦର୍ଶନ

26

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ବୌଦ୍ଧବିହାରକୁ ସମବାୟ କର୍ମଚାରୀ ଓ ଅଧିକାରୀ ପ୍ରତିନିଧିମଣ୍ଡଳୀ ପରିଦର୍ଶନ କରିଥିବା ଜଣାଯାଇଛି। ଭଦ୍ରକ ଜିଲ୍ଲା ସମବାୟ ସହନିନ୍ଧକ ସତ୍ୟପ୍ରକାଶ ସେଠୀ, ନାରାୟଣପୁର ସମବାୟ ସମିତି ସଭାପତି ଜୟନ୍ତ କୁମାର ସାହୁ, ତେସିଙ୍ଗା ସମବାୟ ସମିତି ସମ୍ପାଦକ ରାଜେନ୍ଦ୍ର କୁମାର ଖଣ୍ଡାଇ, ସରସଦା ସମବାୟ ସମିତି ପୂର୍ବତନ ସଭାପତି ଦେବେନ୍ଦ୍ର ଧଳ ପ୍ରମୁଖ ବୌଦ୍ଧବିହାରର କିର୍ତ୍ତିରାଜି, ସଂରକ୍ଷଣ ଓ ଉନ୍ନୟନମୂଳକ କାର୍ଯ୍ୟ ଅନୁଧ୍ୟାନ କରିବା ସହ ଗବେଷକ ବିଶ୍ୱମ୍ଭର ରାଉତଙ୍କ ଠାରୁ ସମସ୍ତ ବିଷୟରେ ଅବଗତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.