Home ଜିଲ୍ଲା ପରିକ୍ରମା ସମନ୍ନିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ସଚେତନତା

ସମନ୍ନିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ସଚେତନତା

55

ନୟାଗଡ଼, ୨୦ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଜିଲସ୍ତରୀୟ ସ୍ୱାସ୍ଥ୍ୟ ସର୍ବେକ୍ଷଣ ସଚେତନତା କାର୍ଯ୍ୟକ୍ରମ ନୟାଗଡ଼ ଜିଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡ-ପୋମା ଟୁଡୁ ଏଥିରେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। କରୋନା, ଯକ୍ଷ୍ମା, ମେଲେରିଆ, ଡେଙ୍ଗୁ ଆଦି ରୋଗ ସମ୍ପର୍କରେ ଜନସଚେତନତା କରାଯିବା ଏହାର ଉଦ୍ଦେଶ୍ୟ ଥିଲା। ଜୁନ୍‌ ୧୫ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଜୁଲାଇ ୩୧ ତାରିଖ ଯାଏଁ ଚାଲିବାକୁ ଥିବାବେଳେ କରୋନା ଲକ୍ଷଣ ଦେଖାଯିବା ବ୍ୟକ୍ତିଙ୍କର ସ୍ୱାବ ପରୀକ୍ଷା କରାଯିବାରେ ସେ ସହଯୋଗ ଲୋଡ଼ିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.