Home Top News ସକାଳ ୯ ଟାରେ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସକାଳ ୯ ଟାରେ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

63

ନୂଆ ଦିଲ୍ଲୀ ୧୯ -୧୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସକାଳ ୯ ଟାରେ ଦେଶକୁ ସମ୍ବୋଧିତ କରିବେ ବୋଲି ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ତାଙ୍କ କାର୍ଯ୍ୟାଳୟ ଏକ ଟୁଇଟ୍‌ରେ କହିଛନ୍ତି, “ଆଜି ଶ୍ରୀ ଗୁରୁ ନାନକ ଦେବ ଜୀଙ୍କର ଜୟନ୍ତୀ ଆଜି ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ମହୋବାରେ ଜଳସେଚନ ସହ ଜଡିତ ପ୍ରମୁଖ ଯୋଜନା ଉଦ୍ଘାଟନ କରିବେ।”

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) କହିଛି ଯେ, ତା’ପରେ ସେ ‘ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ’ ପାଇଁ ଝାଂସୀ ଯିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.