Home ଜିଲ୍ଲା ପରିକ୍ରମା ଷୋଳମପୁର ପଂଚାୟତ କାର୍ଯ୍ୟାଳୟ ଠାରେ ନୂତନ ସିଏସପି ପ୍ଲସ ଷ୍ଟେଟ ବ୍ୟାଙ୍କ ଶାଖା ଉଦ୍ଘାଟିତ

ଷୋଳମପୁର ପଂଚାୟତ କାର୍ଯ୍ୟାଳୟ ଠାରେ ନୂତନ ସିଏସପି ପ୍ଲସ ଷ୍ଟେଟ ବ୍ୟାଙ୍କ ଶାଖା ଉଦ୍ଘାଟିତ

32

ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ପବିତ୍ର ଦିନରେ ଖୋଲିଲା ଷୋଳମପୁର ପଂଚାୟତ କାର୍ଯ୍ୟାଳୟ ଠାରେ ନୂତନ ସିଏସପି ପ୍ଲସ ଷ୍ଟେଟ ବ୍ୟାଙ୍କ ଶାଖା ଉଦ୍ଘାଟିତ ।ସ୍ଥାନୀୟ ବିଧାୟକ ସଞ୍ଜୀବ କୁମାର ମଲ୍ଲିକଙ୍କ ଉଦ୍ଘାଟନ କରିଥିବା ବେଳେ ବିଡିଓ ଦେବଦତ ଦାସ, ବ୍ଲକ ଅଧ୍ୟକ୍ଷା ସୁମତୀ ସେଠୀ, ଜିଲ୍ଲା ପରିଷଦ ସଦସ୍ୟ ଉତ୍କଳ କେଶରୀ ମହାନ୍ତି,ଲକ୍ଷ୍ମୀଧର ସାହୁ, ସ୍ଥାନୀୟ ସରପଂଚ ପରମାନନ୍ଦ ନାୟକ, ମାଳଦା ସମବାୟ ସଭାପତି ମୁକୁନ୍ଦ ଚରଣ ମଲ୍ଲିକ,ବ୍ୟାଙ୍କ ପରିଚାଳିକା ସୁଶ୍ରୀ ସଂଗୀତା ନାୟକ, ଯୁବନେତା ସୁରଥ ଦାସ, ନାଏବ ସରପପ୍ସଚ ସଙ୍ଗୀତା ରାଣୀ ଖଟୁଆ,ବିଦ୍ୟାଧର ଜେନା ,ବିରେନ୍ଦ୍ର ନାୟକ ପ୍ରମୁଖ ଅତିଥିମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.