Home ଜିଲ୍ଲା ପରିକ୍ରମା ଶ୍ରୀ ପ୍ରଦ୍ୟୁମ୍ନ ପାତ୍ର ବିଂଝାରପୁର ବ୍ଲକ କଂଗ୍ରେସ କମିଟି ସଭାପତି ନିଯୁକ୍ତ

ଶ୍ରୀ ପ୍ରଦ୍ୟୁମ୍ନ ପାତ୍ର ବିଂଝାରପୁର ବ୍ଲକ କଂଗ୍ରେସ କମିଟି ସଭାପତି ନିଯୁକ୍ତ

32

ଭୁବନେଶ୍ୱର ୧୫.୨ (ଓଡ଼ିଆ ପୁଅ) – ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଯାଜପୁର ଜିଲ୍ଲା ଅନ୍ତର୍ଗତ ବିଂଝାରପୁର ବ୍ଲକ କଂଗ୍ରେସ କମିଟି ସଭାପତି ଭାବେ ଶ୍ରୀ ପ୍ରଦ୍ୟୁମ୍ନ ପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.