Home କେନ୍ଦୁଝର ଶିକ୍ଷକ ସଂଘର ନୁତନ କର୍ମକର୍ତ୍ତା ଚୟନ

ଶିକ୍ଷକ ସଂଘର ନୁତନ କର୍ମକର୍ତ୍ତା ଚୟନ

34

ହାଟଡ଼ିହି, ୧୨ । ୧୨ (ଓଡିଆପୁଅ / ବିକାଶ ବିଶ୍ୱାଳ) ନିଖିଳ ଉତ୍କଳ ନିମ୍ନମାଧ୍ୟମିକ ଶିକ୍ଷକ ସଂଘ ହାଟଡିହି ବ୍ଲକର ନୁତନ କର୍ମକର୍ତ୍ତା ଚୟନ କରାଯାଇଛି । ଏଥିରେ ସଭାପତି ଭାବେ ହରମୋହନ ପଣ୍ଡା, ଉପସଭାପତି ଭାବେ ମହେନ୍ଦ୍ର କୁମାର ଶାସିନି, ସମ୍ପାଦକ ଭାବେ ମିହିର କୁମାର ପଣ୍ଡା, ଯୁଗ୍ମସମ୍ପାଦକ ଭାବେ କାହ୍ନୁ ଚରଣ ମିଶ୍ର, କୋଷାଧ୍ୟକ୍ଷ ଭାବେ ରମେଶ କୁମାର ରାଉତ, ସହ ସମ୍ପାଦକ ଭାବେ ଅଭୟ କୁମାର ଜେନା, ନିରାକାର ନାୟକ, ଉପଦ୍ଦେଷ୍ଟା ଭାବେ ମୋହନ କୁମାର ମହାନ୍ତି ପ୍ରମୁଖ ମନୋନୀତ ହୋଇଥିଲେ । ରାଜ୍ୟ ସଂଘର ସମ୍ପାଦକ ସୁକାନ୍ତ ବେହେରା ନୁତନ କର୍ମକର୍ତ୍ତା ମାନଙ୍କୁ ସପଥ ପାଠ କରାଇଥିଲେ । ଏଥିରେ ସଂଘର ସମସ୍ତ କର୍ମକତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.