Home କେନ୍ଦୁଝର ଶାସଙ୍ଗରେ ବାଦିପାଲା ୩୧ରୁ

ଶାସଙ୍ଗରେ ବାଦିପାଲା ୩୧ରୁ

19

ହାଟଡ଼ିହି, ୧୩ । ୩ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମରେ ଆସନ୍ତା ମାର୍ଚ୍ଚ ୩୧ତାରିଖ ଠାରୁ ଏପ୍ରିଲ ୩ତାରିଖ ବାର୍ଷିକ ସତ୍ୟନାରାୟଣ ବାଦିପାଲା ଅନୁଷ୍ଠିତ ହେବ । ଗତବର୍ଷ କରୋନା କଟକଣା ପାଇଁ ଏହି ପାଲା ବନ୍ଦ ହୋଇଯାଇଥିବାବେଳେ ଚଳିତବର୍ଷ କରୋନା କଟକଣାକୁ ନୀତି ନିୟମ ଅନୁଯାଇ ପାଲା କରାଯିବାକୁ ନିଷ୍ପତି ନିଆଯାଇଛି । ଚଳିତବର୍ଷ ଓଡିଶାର ପ୍ରତିଷ୍ଠିତ ଗାୟକ ଖଗେଶ୍ୱର ମାର୍ଥା ଓ ଗଗନ ବିହାରୀ ମହାପାତ୍ର ସେମାନଙ୍କ ପାଲା ପରିବେଷଣ କରିବେ ବୋଲି ପାଲା କମିଟି ପକ୍ଷରୁ ସୁଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.