Odiapua.com

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୩ ରେଳ କର୍ମଚାରୀଙ୍କ ମୃତ୍ୟୁ

ଛତିଶଗଡ,୨୪/୦୯,(ଓଡ଼ିଆ ପୁଅ ପି ନାଏକ): ଛତିଶଗଡ଼ରେ ଏକ ଅଭାବନୀୟ ଘଟଣା ଘଟିଛି । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ତିନିଜଣ ରେଳ କର୍ମଚାରୀଙ୍କର ମୃତ୍ୟୁ ଘଟିଛି । ଛତିଶଗଡ଼ର ପତକଲବେଡ଼ା ନିକଟରେ ମାଓବାଦୀମାନେ ଲ୍ୟାଣ୍ଡମାଇନ ଲଗାଇଥିଲେ । ତେବେ ରେଳ କର୍ମଚାରୀ ରେଳ ଲାଇନ ମରାମତି ପାଇଁ ଯାଉଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା ।

ଏନଆରସି ଭୟରେ ମରିଗଲେ ୬ ଜଣ!