Home କୋରାପୁଟ ଲେଡିଜ ୱାର୍କସ କ୍ଲବ ଦ୍ୱାରା ଚଲା ପ୍ରଦାନ

ଲେଡିଜ ୱାର୍କସ କ୍ଲବ ଦ୍ୱାରା ଚଲା ପ୍ରଦାନ

276

କୋରାପୁଟ;ତା୨୮-୦୪-୧୯(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟ ସହରରେ ଅନୁଭୂତ ହେଉଥିବା ପ୍ରଖର ରୂଦ୍ରତାପକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲେଡିଜ ୱାର୍କସ କ୍ଲବର ସଦସ୍ୟାମାନେ ସାପ୍ତାହିକି ହାଟର ଉଠା ଦୋକାନୀ ମାନଙ୍କୁ ଚଲା ଓ ଦହିପଣା ପ୍ରଦାନ କରିଛନ୍ତି । ଆଜି ପୂର୍ବାହ୍ନ ୧୦ରୁ ରବିବାର ସାପ୍ତାହିକୀ ହାଟରେ ମହିଳା ସଦସ୍ୟା ମାନେ ପହଂଚି ଚଲା ବଂଟନ ଆରମ୍ଭ କରିଥିଲେ । କ୍ଲବର ସଦସ୍ୟା ମାନଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରା ଯାଇଥିବାବେଳେ ପୁରୁଷ କ୍ଲବର ସଦସ୍ୟମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.