Home ଓଡ଼ିଶା ଲାଞ୍ଜିଗଡ଼ରେ ହାତୀ ଆତଙ୍କ, ବ୍ୟାପକ ଫସଲ ନଷ୍ଟ

ଲାଞ୍ଜିଗଡ଼ରେ ହାତୀ ଆତଙ୍କ, ବ୍ୟାପକ ଫସଲ ନଷ୍ଟ

199

କଳାହାଣ୍ଡି,୦୫/୧୦,(ଓଡ଼ିଆ ପୁଅ ପି ନାଏକ):ଥମୁନି ହାତୀ ଆତଙ୍କ । କେଉଁଠି ହାତୀ କାହାର ପ୍ରାଣ ନେଉଛି ତ ଆଉ କେଉଁଠି ଫସଲ ନଷ୍ଟ କରୁଛି । ଏହାରି ଭିତରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଫଳରେ ଲାଞ୍ଜିଗଡ଼ ବ୍ଲକରେ ବ୍ୟାପକ ଫସଲ ହାନି ହୋଇଛି । ପ୍ରାୟ ୩୦ ହାତୀ ଫସଲ ନଷ୍ଟ କରିଥିବା ବେଳେ ଖବର ପାଇ ବନବିଭାଗ ପହଞ୍ଚି ହାତୀ ପଲ ଘଉଡାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.