Home ଜିଲ୍ଲା ପରିକ୍ରମା ଲଗାଣ ବର୍ଷାରେ ବରଦେଇ ଗ୍ରାମର ଦୁଇ ବଖରା ଘର କାନ୍ଥ ପଡିବାରୁ ପରିବାର ଲୋକେ ହନ୍ତସନ୍ତ

ଲଗାଣ ବର୍ଷାରେ ବରଦେଇ ଗ୍ରାମର ଦୁଇ ବଖରା ଘର କାନ୍ଥ ପଡିବାରୁ ପରିବାର ଲୋକେ ହନ୍ତସନ୍ତ

66

ନବରଙ୍ଗପୁର ୧୬-୮ (ଓଡ଼ିଆ ପୁଅ) ନବରଙ୍ଗପୁର୍ ଜିଲ୍ଲା ଡାବୁଗାଁ ବ୍ଲକ ପାଖ ପଡୋଶୀ ପାପଡାହାଣ୍ଡି ବ୍ଲକର ଚେର୍ଚେଟା ଗ୍ରାମ ପଞ୍ଚାୟତ ବରଦେଇ ଗ୍ରାମର ଜୋସେଫ୍ ଟାକ୍ରିଙ୍କ ଦୁଇ ବଖରା ଘରର ପଛପଟ କାନ୍ଥ ଲଗାଣ ବର୍ଷାରେ ଭାଙ୍ଗି ଜାଇ ବାସହରା କରିଦେଇଛି। ସେ ଅତ୍ୟନ୍ତ ଗରିବ ଲୋକ ହୋଇ ଥିବାରୁ ଘର ତିଆରି କରିବା ସମ୍ଭବ ନାହିଁ। ଏଣୁ ସରକାରୀ ସହୟତା ଜରୁରୀ ହୋଇପଡିଛି। ଏଥିନେଇ ପ୍ରଶାସନିକ ସ୍ତରରେ ତୁରନ୍ତ ପଦକ୍ଷେପ ନେଇ ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଜନସାଧାରଣରେ ଦ୍ରୁଢ ଦାବି ହେଉଛି।

– ରବିନାରାୟଣ ମହାନ୍ତି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.