Home Top News ଭାରତ – ନ୍ୟୁଜିଲ୍ୟାଣ୍ଡ T-20 : ୯ ଓଭର ପରେ ଭାରତ ୮୩/୩

ଭାରତ – ନ୍ୟୁଜିଲ୍ୟାଣ୍ଡ T-20 : ୯ ଓଭର ପରେ ଭାରତ ୮୩/୩

186

ନୂଆ ଦିଲ୍ଲୀ ୨୧ -୧୧ (ଓଡ଼ିଆ ପୁଅ) କୋଲକାତାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

୩ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ରେ ୩-୦ ରେ ପରାସ୍ତ କରିବାକୁ ଲକ୍ଷ୍ୟ ରଖିଛି।

ଭାରତ ଏକାଦଶ : ରୋହିତ ଶର୍ମା, ଆଇ. କିଶାନ୍, ଏସ୍. ଯାଦବ, ଆର.ପନ୍ତ, ଏସ୍‌ ଆୟାର୍, ଭି ଆୟାର୍, ଏ ପଟେଲ, ଡି ଚହର, ବି କୁମାର, ଏଚ୍ ପଟେଲ, ୟାଇ ଚାହଲ

ନ୍ୟୁଜିଲ୍ୟାଣ୍ଡ ଏକାଦଶ: ଏମ ଗୁପଟିଲ, ଡି ମିଚେଲ, ଏମ ଚାପମାନ, ଜି ଫିଲିପ୍ସ, ଟି ସେଫର୍ଟ, ଜେ ନୀଶାମ, ଏମ ସାଣ୍ଟନର୍, ଏ ମିଲ୍ନେ, ଏଲ୍ ଫର୍ଗୁସନ୍, ଆଇ ସୋଡି, ଟି ବୋଲ୍ଟ

ବ୍ୟାଟ୍ସମ୍ୟାନ୍ ରନ୍‌ ବଲ୍ SR ଚୌକା ଛକା ୱିକେଟ୍
ରୋହିତ ଶର୍ମା (ଅଧିନାୟକ) ୪୬ ୨୩ ୨୦୦ ୪ ୩
ଇଶାନ୍ କିଶାନ୍ ୨୯ ୨୧ ୧୩୮.୦୯ ୬ ୦
ସୂର୍ଯ୍ୟକୁମାର ଯାଦବ ୦ ୪ ୦ ୦ ୦
ଋଷଭ ପନ୍ତ (WKT) ୪ ୬ ୬୬.୬୬ ୦ ୦
ଶ୍ରେୟସ୍ ଆୟର – – – – –
ଭେଙ୍କଟେଶ ଆୟର – – – – –
ଅକ୍ଷର ପଟେଲ – – – – –
ଦୀପକ ଚହର – – – – –
ଭୁବନେଶ୍ୱର କୁମାର – – – – –
ହର୍ଷଲ ପଟେଲ – – – – –
ୟୁଜଭେନ୍ଦ୍ର ଚହଲ – – – – –
EXTRAS (w ୨, b ୨) ୦ ୦ ୦ ୦ ୦
TOTAL (୩ wickets, ୯ overs) ୮୩ ୦ ୦ ୦ ୦
 Fall of Wickets
୧-୬୯, (Ishan Kishan, ୬.୨) ୨-୭୧, (Suryakumar Yadav, ୬.୬) ୩-୮୩, (Rishabh Pant, ୮.୬)
New Zealand Bowling
ବୋଲର୍ସ ଓଭର ରନ୍‌ ୱିକେଟ୍ ଇକୋନୋମି ଡଟ୍ ମେଡେନ୍ସ
ଟ୍ରେଣ୍ଟ ବୋଲ୍ଟ ୨ ୧୮ ୦ ୯ ୮ ୦
ଆଦାମ ମିଲ୍ନେ ୨ ୨୦ ୦ ୧୦ ୫ ୦
ଲକି ଫର୍ଗୁସନ୍ ୨ ୩୦ ୦ ୧୫ ୩ ୦
ମିଚେଲ ସାଣ୍ଟନର୍ ୨ ୭ ୩ ୩.୫ ୮ ୦
ଇଶ୍ ସୋଢ଼ି ୧ ୬ ୦ ୬ ୦ ୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.