Home କେନ୍ଦ୍ରାପଡ଼ା ରେଳ ଲାଇନ କଡରେ ଅଜଣା ଯୁବକଙ୍କ ଶବ

ରେଳ ଲାଇନ କଡରେ ଅଜଣା ଯୁବକଙ୍କ ଶବ

35

କେନ୍ଦ୍ରାପଡ଼ା, ୨୨ା୧୧ (ଓଡ଼ିଆ ପୁଅ): ହରିଦାସପୁର- ପାରାଦୀପ ରେଳପଥର କେନ୍ଦ୍ରାପଡାର କଜଳା ନିକଟରେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡିଥିବା ଦେଖାଯାଇଛି। ଏସମ୍ପର୍କରେ ଖବର ପାଇ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ଘଟଣା ସମ୍ପର୍କରେ ରେଲୱେ ଜି.ଆର.ପି. ପୋଲିସକୁ ଜଣାଇ ଦିଆଯାଇଥିବା ଥାନା ଅଧିକାରୀ ପବିତ୍ର ମହାରଣା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.