Home Top News ରେପୋ ରେଟ୍ ୪% ରିଭର୍ସ ରେପୋ ରେଟ୍ ୩.୩୫% ରେ ଅପରିବର୍ତ୍ତିତ, ୨୦୨୧-୨୨ ପାଇଁ ପ୍ରୋଜେକ୍ଚେଡ୍...

ରେପୋ ରେଟ୍ ୪% ରିଭର୍ସ ରେପୋ ରେଟ୍ ୩.୩୫% ରେ ଅପରିବର୍ତ୍ତିତ, ୨୦୨୧-୨୨ ପାଇଁ ପ୍ରୋଜେକ୍ଚେଡ୍ ଜିଡ଼ିପି ହାର ୯.୫% ରଖାଯାଇଛି – ଆର୍‌ବିଆଇ

31

ନୂଆ ଦିଲ୍ଲୀ ୮ -୧୦ (ଓଡ଼ିଆ ପୁଅ) ରେପୋ ରେଟ୍ ୪% ରିଭର୍ସ ରେପୋ ରେଟ୍ ୩.୩୫% ରେ ଅପରିବର୍ତ୍ତିତ ରଖିଛି ଆର୍‌ବିଆଇ। ଭାରତୀୟ ଅର୍ଥନୀତିର ପୁନରୁଦ୍ଧାର ବୃଦ୍ଧି ପାଇବାରେ ଲାଗିଛି; ଗତ MPC ବୈଠକ ଅପେକ୍ଷା ଏହା ଭଲ ରୂପରେ ଅଛି। ଅଭିବୃଦ୍ଧି ଦୃଢ଼ ଆଶା କରାଯାଉଥିବା ବେଳେ ମୁଦ୍ରାସ୍ଫୀତି ଅନୁକୂଳ ଅଛି ବୋଲି ଆର୍‌ବିଆଇ ଗଭର୍ଣ୍ଣର ଶକ୍ରିକାନ୍ତ ଦାସ ପ୍ରକାଶ କରିଛନ୍ତି।

ପ୍ରକୃତ ଜିଡିପି ଅଭିବୃଦ୍ଧି ପାଇଁ ପ୍ରୋଜେକ୍ଟ ୨୦୨୧-୨୨ ପାଇଁ ୯.୫% ରେ ରଖାଯାଇଛି। ଏଥିରେ Q2 ରେ ୭.୯%, Q3 ରେ ୬.୮% ଏବଂ ୨୦୨୧-୨୨ ର Q4 ରେ ୬.୧% FY ୨୦୨୨-୨୩ ର Q୧ ପାଇଁ ପ୍ରକୃତ ଜିଡିପି ଅଭିବୃଦ୍ଧି ୧୭.୨% ରେ ଆକଳନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.