Home Top News ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କହ୍ନେୟା କୁମାର ଏବଂ ଜିଗ୍ନେଶ ମେଭାନୀ କଂଗ୍ରେସରେ ଯୋଗ ଦେଲେ

ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କହ୍ନେୟା କୁମାର ଏବଂ ଜିଗ୍ନେଶ ମେଭାନୀ କଂଗ୍ରେସରେ ଯୋଗ ଦେଲେ

30

ନୂଆଦିଲ୍ଲୀ ୨୮-୯ (ଓଡ଼ିଆ ପୁଅ) ନୂଆଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କହ୍ନେୟା କୁମାର ଏବଂ ଜିଗ୍ନେଶ ମେଭାନୀ କଂଗ୍ରେସରେ ଯୋଗ ଦେଇଛନ୍ତି।

ଏହାପୂର୍ବରୁ ଏହି ରାହୁଲ, କହ୍ନେୟା ଏବଂ ଜିଗ୍‌ନେଶ୍‌ ସହିଦ୍ ଭଗତ ସିଂଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.