Home ଜିଲ୍ଲା ପରିକ୍ରମା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ବିପନ୍ନ ପରିବାର ଙ୍କ ସହ ଭେଟ

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ବିପନ୍ନ ପରିବାର ଙ୍କ ସହ ଭେଟ

38

ପୁରୀ ୧୭/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :-ଆଜି କୃଷ୍ଣପ୍ରସାଦ ବ୍ଲକ ତିତିପ ପଂଚାୟତ ବଡସାହି ର ଅଗ୍ନି ବିପନ୍ନ ପରିବାର ମହେନ୍ଦ୍ର ବିଶ୍ୱାଳ ଏବଂ ସାନସାହି ର ରାମଚନ୍ଦ୍ର ବିଶ୍ୱାଳ, ବଂଶିଧର ବିଶ୍ୱାଳ ଙ୍କୁ ଭେଟି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞୟ କୁମାର ଦାସ ବର୍ମା ଆଶ୍ୱସନା ଦେବା ସହିତ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.