Home ଓଡ଼ିଶା ରାଜ୍ୟ କଂଗ୍ରେସ ସେବାଦଳର ମୁଖପାତ୍ର ଓ ସଂଯୋଜକ ନିଯୁକ୍ତ

ରାଜ୍ୟ କଂଗ୍ରେସ ସେବାଦଳର ମୁଖପାତ୍ର ଓ ସଂଯୋଜକ ନିଯୁକ୍ତ

40

ଭୁବନେଶ୍ୱର ୪.୯ (ଓଡ଼ିଆ ପୁଅ) – ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ରାଜ୍ୟ ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ରାଜ୍ୟ କଂଗ୍ରେସ ସେବାଦଳର ମୁଖପାତ୍ର ଭାବେ ହାଇକୋର୍ଟର ଓକିଲ ତଥା କବି ଦୁଃଖୀ ଶ୍ୟାମ ଦାସଙ୍କୁ, ସାମାଜିକ ଗଣମାଧ୍ୟମର ମୁଖ୍ୟ ସଂଯୋଜକ ଭାବେ ଶୁଶାନ୍ତ କୁମାର ମହାରଣା ଓ ସମାଜ ସେବା କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଭାବେ ଇଂଜିନିୟର ବିବେକାନନ୍ଦ ପାତ୍ର ସଂଯୋଜକ ଭାବେ ଶୁଶାନ୍ତ କୁମାର ପଣ୍ଡା ଓ ଓକିଲ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କୁ ମନୋନୀତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.